ETV Bharat / bharat

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଯବାନ ଶହୀଦ

author img

By

Published : Jun 22, 2020, 7:07 AM IST

Updated : Jun 22, 2020, 10:32 AM IST

ଆଜି ସକାଳୁ ପୁଣି ପୁଞ୍ଛ ଜିଲ୍ଲାର କ୍ରିଷ୍ଣା ଘାଟି ଓ ମାନକୋଟ ସେକ୍ଟର ଏବଂ ରଜୋରୀର ନଉସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ଏଥିରେ ଜଣେ ଭାରତୀୟ ଯବାନ ଶହୀଦ ।

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନ
ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନ

ନୂଆଦିଲ୍ଲୀ: ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । ଜଣେ ଭାରତୀୟ ଯବାନ ଶହୀଦ ।

ନିଜ ବଦମାସିରୁ ପଛାଉନି ପାକିସ୍ତାନ । ଆଜି ସକାଳୁ ପୁଣି ପୁଞ୍ଛ ଜିଲ୍ଲାର କ୍ରିଷ୍ଣା ଘାଟି ଓ ମାନକୋଟ ସେକ୍ଟର ଏବଂ ରଜୋରୀର ନଉସେରା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ତେବେ ଏହାର ଜବାବ ଦେଉଛନ୍ତି ଭାରତୀୟ ସେନା । ଏଥିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଶହୀଦଙ୍କୁ ମିଶାଇ ଚଳିତ ମାସରେ ଅସ୍ତ୍ରବିରତି ଉଲ୍ଲଂଘନରେ 4 ଜଣେ ଯବାନ ଶହୀଦ ହୋଇଛନ୍ତି ।

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନ

ଜୁନ 4ତାରିଖରେ ଜଣେ ଯବାନ ଶହୀଦ ହୋଇଥିବାବେଳେ ଜୁନ୍‌ 10 ଓ ଜୁନ୍‌ 14ରେ ଜଣେ ଲେଖାଏଁ ଯବାନ ଶହୀଦ ହୋଇଛନ୍ତି । ପାକିସ୍ତାନ ସେନା ଭାରତୀୟ ଆଉପୋଷ୍ଟକୁ ଲକ୍ଷ୍ୟ କରି ଗୁଳି ଚଳାଉଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 22, 2020, 10:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.