ETV Bharat / bharat

ପୁଣି ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ

author img

By

Published : Jan 18, 2020, 4:52 PM IST

Updated : Jan 18, 2020, 6:26 PM IST

ଶନିବାର ଜମ୍ମୁ-କଶ୍ମୀର ରଜୌରୀ ଜିଲ୍ଲାର ନୌସେରା ଏବଂ ଲାମ୍‌ ସେକ୍ଟରରେ ଥିବା ଭାରତୀୟ ଆଗୁଆ ଘାଟିକୁ ଲକ୍ଷ୍ୟ କରି ମୋର୍ଟାର ମାଡ କରିଛି ପାକିସ୍ତାନ ସେନା ।

pakistan violate ceasefire
ଅସ୍ତ୍ରବିରତି ଉଲଙ୍ଘନ

ଶ୍ରୀନଗର: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ଶନିବାର ର ଜୌରୀ ଜିଲ୍ଲାର ନୌସେରା ଏବଂ ଲାମ୍‌ ସେକ୍ଟରରେ ଥିବା ଭାରତୀୟ ଫରଓ୍ବାର୍ଡ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ମାଡ କରିଛି ପାକିସ୍ତାନୀ ସେନା । ଭାରତୀୟ ସେନା ପକ୍ଷରୁ ଏହାର କଡା ଜବାବ ଦିଆଯାଉଛି ।

ଏହା ପୂର୍ବରୁ ପୁଞ୍ଚ ଜିଲ୍ଲାର ମେନ୍ଧାର ସେକ୍ଟରରେ ପାକିସ୍ତାନ ପଟୁ ଗୁଳି ଏବଂ ମୋର୍ଟାର ମାଡ କରାଯାଇଥିଲା । ମଧ୍ୟାହ୍ନ 12ଟା 30ରୁ 1ଟା 15 ପର୍ଯ୍ୟନ୍ତ ପାକିସ୍ତାନ ସେନା ଗୁଳିମାଡ କରିଥିଲା । ଜମ୍ମୁ-କାଶ୍ମୀରରୁ 370 ଧାରା ଉଚ୍ଛେଦ ହେବା ପରଠୁ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଛି । ପାକିସ୍ତାନ ପଟୁ ବାରମ୍ବାର ଭାରତୀୟ ଫରଓ୍ବାର୍ଡ ପୋଷ୍ଟକୁ ଲକ୍ଷ୍ୟ କରି ଗୁଳିମାଡ କରାଯାଉଛି ।

Last Updated : Jan 18, 2020, 6:26 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.