ETV Bharat / bharat

କୁପୱାଡାରେ ପୁଣି ପାକ୍‌ର ଅସ୍ତ୍ରବିରତି ଉଲଙ୍ଘନ

author img

By

Published : Jun 18, 2020, 4:39 PM IST

ଗୁରୁବାର ଏଲଓସି ନିକଟବର୍ତ୍ତୀ କୁପୱାଡା ଜିଲ୍ଲାର ମାଛିଲ ସେକ୍ଟରରେ ପାକ୍‌ ସୈନ୍ୟଙ୍କ ପକ୍ଷରୁ ଭାରତୀୟ ସୀମା ମଧ୍ୟକୁ ଗୁଳିଗୋଳା ଏବଂ ମୋର୍ଟାର ମାଡ କରାଯାଇଛି ।

ଅସ୍ତ୍ରବିରତି ଉଲଙ୍ଘନ
ଅସ୍ତ୍ରବିରତି ଉଲଙ୍ଘନ

ଶ୍ରୀନଗର: ଭାରତୀୟ ସୀମାରେ ପୁଣିଥରେ ଅସ୍ତ୍ରବିରତି ଉଲଙ୍ଘନ କରିଛି ପାକିସ୍ତାନ । ଗୁରୁବାର ଏଲଓସି ନିକଟବର୍ତ୍ତୀ କୁପୱାଡା ଜିଲ୍ଲାର ମାଛିଲ ସେକ୍ଟରରେ ପାକ୍‌ ସୈନ୍ୟଙ୍କ ପକ୍ଷରୁ ଭାରତୀୟ ସୀମା ମଧ୍ୟକୁ ଗୁଳିଗୋଳା ଏବଂ ମୋର୍ଟାର ମାଡ କରାଯାଇଛି । ତେବେ ଭାରତୀୟ ସେନାର ଏହାର ପାଲଟା ଜବାବ ଦେଉଥିବା ସେନା ସୂତ୍ରରୁ ପ୍ରକାଶ ପାଇଛି ।

ଏହା ପୂର୍ବରୁ ବୁଧବାର ପାକିସ୍ତାନ ପକ୍ଷରୁ ସୀମାରେ ଅସ୍ତ୍ରବିରତି ଉଲଙ୍ଘନ କରାଯାଇଥିଲା । ଜମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାର ନୌଗାମ ସେକ୍ଟର ଏବଂ ରଜୌରୀ ଜିଲ୍ଲାର ସୁନ୍ଦରବନୀ ସେକ୍ଟରରେ ପାକିସ୍ତାନ ସୈନିକଙ୍କ ପକ୍ଷରୁ ଗୁଳିମାଡ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନ ଏବଂ ଭାରତ ମଧ୍ୟରେ ଉପୁଜିଥିବା ବିବାଦ ପରଠାରୁ ପାକିସ୍ତାନ ଲଗାତାର ଜମ୍ମୁ-କାଶ୍ମୀର ନିୟନ୍ତ୍ରଣରେଖାରେ ଅସ୍ତ୍ରବିରତି ଉଲଙ୍ଘନ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.