ETV Bharat / bharat

'26/11 ଆକ୍ରମଣର ପୁନରାବୃତ୍ତି ନକରୁ ପାକିସ୍ତାନ' - 26/11 ଆକ୍ରମଣର ପୁନରାବୃତ୍ତି ନକରୁ ପାକିସ୍ତାନ

ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଯଦି ଦେଶରେ ୨୬/୧୧ ଭଳି ଆକ୍ରମଣର ପୁନରାବୃତ୍ତି ହୁଏ, ତାହେଲେ ଆମେ ଏହାର କଡା ଜବାବ ଦେବୁ ବୋଲି ସେ କହିଛନ୍ତି ।

ଫାଇଲ ଫଟୋ
author img

By

Published : Sep 29, 2019, 5:18 PM IST

ମୁମ୍ବାଇ: ପୁଣିଥରେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଭାରତରେ ଅଶାନ୍ତି ଏବଂ ଅସ୍ଥିରତା ସୃଷ୍ଟି କରିବା ପାଇଁ ପାକିସ୍ତାନ ଆତଙ୍କବାଦର ରାସ୍ତା ଆପଣାଉଛି । ଭାରତରେ ଆତଙ୍କବାଦୀ ଆକ୍ରମଣ ଲାଗି ଷଡ଼ଯନ୍ତ୍ର ରଚୁଛି ବୋଲି ସେ କହିଛନ୍ତି । ଏହା ସହିତ 26/11 ଆକ୍ରମଣ ଘଟଣାକୁ ମନେ ପକାଇ ରାଜନାଥ ସିଂହ କହିଛନ୍ତି, ଯଦି ଦେଶରେ ୨୬/୧୧ ଭଳି ଆକ୍ରମଣର ପୁନରାବୃତ୍ତି ହୁଏ, ତାହେଲେ ଆମେ ଏହାର କଡା ଜବାବ ଦେବୁ ବୋଲି ସେ କହିଛନ୍ତି ।

ରକ୍ଷାମନ୍ତ୍ରୀ ରାଜନାଥ ସିଂହ ରବିବାର ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ସୁରକ୍ଷାକର୍ମୀଙ୍କ ସହିତ ଏକ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ତେବେ ଯୋଗ କରିବା ପୂର୍ବରୁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ପାକିସ୍ତାନ ନୌସେନା ଠାରୁ ଭାରତୀୟ ନୌସେନା ଅଧିକ ତତ୍ପର। ଭାରତୀୟ ନୌସେନା ଏବଂ ତଟରକ୍ଷା ବାହିନୀ ସର୍ବାଦା ଆଲର୍ଟରେ ଅଛନ୍ତି । ଆମେ ୨୬/୧୧ ଆକ୍ରମଣ ଏବେ ସୁଦ୍ଧା ଭୁଲି ନାହଁ । ଏଭଳି ଆକ୍ରମଣର ପୁନରାବୃତ୍ତି ନହେବା ଉଚିତ । ଯଦି ଏଭଳି ଆକ୍ରମଣ ପୁଣି ଥରେ ହୁଏ ଆମ ଏହାର ଉଚିତ ଜବାବ ଦେବୁ ବୋଲି ସେ କହିଛନ୍ତି ।

Intro:Body:

fgsbh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.