ETV Bharat / bharat

ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ, ଜଣେ ଯବାନ ଶହୀଦ

author img

By

Published : Jun 11, 2020, 4:26 PM IST

ଜମ୍ମୁ-କାଶ୍ମୀର ସୀମାରେ ଗୁରୁବାର ପୁଣିଥରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି । ଏଥିରେ ଭାରତୀୟ ସେନାର ଜଣେ ଯବାନ ଶହୀଦ ହୋଇଥିବା ଜଣାପଡିଛି ।

ଗୁରୁଚରଣ ସିଂହ
ଗୁରୁଚରଣ ସିଂହ

ଶ୍ରୀନଗର: ଜମ୍ମୁ-କାଶ୍ମୀର ସୀମାରେ ଗୁରୁବାର ପୁଣିଥରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି । ଏଲଓସି ନିକଟବର୍ତ୍ତୀ ରଜୌରୀର ତାରକୁଣ୍ଡି ସେକ୍ଟରରେ ପାକିସ୍ତାନୀ ସୈନ୍ୟମାନେ ଭାରତୀୟ ସୀମାକୁ ଲକ୍ଷ୍ୟକରି ଗୁଳିଗୋଳା ଏବଂ ମୋର୍ଟାର ମାଡ କରିଥିଲେ । ତେବେ ଏହି ଆକ୍ରମଣରେ ଭାରତୀୟ ସେନାର ଜଣେ ଯବାନ ଶହୀଦ ହୋଇଥିବା ଜଣାପଡିଛି ।

ଶହୀଦ ଯବାନ ଜଣଙ୍କ 28 ବର୍ଷିୟ ଗୁରୁଚରଣ ସିଂହ । ସେ ପଞ୍ଜାବ ଗୁରୁଦାସପୁରର କସ୍ବା ହରଚୋୱଲ ଅଞ୍ଚଳର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.