ETV Bharat / bharat

ମସୁଦ ସମ୍ପତ୍ତି ଜବତ ହୋଇ ଯାତାୟତରେ ଲାଗିଲା ବ୍ୟାନ

author img

By

Published : May 3, 2019, 9:21 PM IST

ମସୁଦ ଆଝାରର ସମସ୍ତ ସମ୍ପତ୍ତି ଏବଂ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ଆଦେଶ ଦେଲା ପାକିସ୍ତାନ । ଏହା ବ୍ୟତୀତ ମସୁଦର ଅସ୍ତ୍ରଶସ୍ତ୍ର କ୍ରୟ ଉପରେ ମଧ୍ୟ ଲଗାଯାଇଛି କଟକଣା ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଜାତିସଂଘରେ ବିଶ୍ବ ଆତଙ୍କବାଦୀ ଘୋଷିତ ହେଲା ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାର । ତେବେ ଏହା ପରେ ତାର ସମସ୍ତ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ଲାଗିବ ପ୍ରତିବନ୍ଧକ । ମସୁଦର ସମସ୍ତ ସମ୍ପତ୍ତି ଏବଂ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ଆଦେଶ ଦେଲା ପାକିସ୍ତାନ । ଏହା ବ୍ୟତୀତ ମସୁଦର ଅସ୍ତ୍ରଶସ୍ତ୍ର କ୍ରୟ ଉପରେ ମଧ୍ୟ କଟକଣା ଲଗାଯାଇଛି ।

ଆତଙ୍କୀ ସଂଗଠନ ଇସଲାମିକ ଷ୍ଟେଟ ଏବଂ ଅଲକାଏଦା ସମ୍ବନ୍ଧୀ ଜାତିସଂଘର ପ୍ରତିବନ୍ଧ ସମିତି ବୁଧବାର ପାକିସ୍ତାନର ଆତଙ୍କବାଦୀ ମସୁଦ ଆଝାରକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା କରିଥିଲେ । ଏହା ପରେ ଗୁରୁବାର ତାର ସମସ୍ତ ଅସ୍ଥାୟୀ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା ଏବଂ ସମସ୍ତ ପୂଞ୍ଜୀନିବେଶ ଖାତାକୁ ବନ୍ଦ କରିବାକୁ ଆଦେଶ ଦିଆଯାଇଥିଲା ।

Intro:Body:

gfdgf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.