ETV Bharat / bharat

ଭାରତୀୟ ଶିଖଙ୍କ ପାଇଁ ଖୋଲିଲା ପାକିସ୍ତାନର 500 ବର୍ଷ ପୁରୁଣା ଗୁରୁଦ୍ବାର

ପାକିସ୍ତାନ ସରକାର ସିୟାଲକୋଟ ସ୍ଥିତ 500 ବର୍ଷ ପୁରୁଣା ବାବେ-ଦେ-ଗୁରୁଦ୍ବାରକୁ ଭାରତୀୟ ଶିଖ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଦେଇଛି । ପ୍ରତିବର୍ଷ ହଜାରରୁ ଊର୍ଦ୍ଧ୍ବ ଭାରତୀୟ ଶିଖ ଶ୍ରଦ୍ଧାଳୁ ଗୁରୁ ନାନକଙ୍କ ଜୟନ୍ତୀରେ ପାକିସ୍ତାନ ଯାଇଥାନ୍ତି ।

author img

By

Published : Jul 2, 2019, 10:35 AM IST

ଫାଇଲ ଫଟୋ

ଲାହୋର: ପଞ୍ଜାବ ପ୍ରାନ୍ତରେ ଥିବା ସିୟାଲକୋଟ ସ୍ଥିତ 500 ବର୍ଷ ପୁରୁଣା ଗୁରୁଦ୍ବାରକୁ ଭାରତୀୟ ଶିଖ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଦିଆଯାଇଛି । ଭାରତୀୟ ଶିଖଙ୍କୁ ବାବେ-ଦେ-ଗୁରୁଦ୍ବାରରେ ଦର୍ଶନ କରିବାକୁ ଅନୁମତି ମିଳିଛି ।

ପାକିସ୍ତାନରେ ଏପରି ଅନେକ ଗୁରୁଦ୍ବାର ରହିଛି ଯେଉଁଠାକୁ ଭାରତ ସମେତ ଅନ୍ୟାନ୍ୟ ଦେଶର ଶିଖ ଶ୍ରଦ୍ଧଳୁ ପ୍ରତି ବର୍ଷ ଦର୍ଶନ ପାଇଁ ପହଞ୍ଚିଥାନ୍ତି । ପାକିସ୍ତାନ ବ୍ୟତୀତ ୟୁରୋପ, କାନାଡା ଓ ଆମେରିକା ଶିଖଙ୍କୁ ବାବେ-ଦେ-ଗୁରୁଦ୍ବାର ଦର୍ଶନ କରିବାକୁ ଅନୁମତି ଥିଲା । ଏବେ କିନ୍ତୁ ଭାରତୀୟ ଶିଖ ମଧ୍ୟ ଏହି ଗୁରୁଦ୍ବାର ଦର୍ଶନ କରିପାରିବା ନେଇ ପାକିସ୍ତାନ ସରକାର ଅନୁମତି ପ୍ରଦାନ କରିଛନ୍ତି ।

ପ୍ରତିବର୍ଷ ହଜାରରୁ ଊର୍ଦ୍ଧ୍ବ ଭାରତୀୟ ଶିଖ ଶ୍ରଦ୍ଧାଳୁ ଗୁରୁ ନାନକଙ୍କ ଜୟନ୍ତୀରେ ପାକିସ୍ତାନ ଯାଇଥାନ୍ତି ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.