ETV Bharat / bharat

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନ, ଯବାନ ଆହତ

author img

By

Published : Oct 27, 2019, 4:39 PM IST

ଦୀପାବଳୀ ଭଳି ପବିତ୍ର ଦିନରେ ମଧ୍ୟ ପାକିସ୍ତାନ ସୀମାରେ ଅଶାନ୍ତି ସୃଷ୍ଟି କରିବାର ପ୍ରୟାସ କରୁଛି । ରବିବାର ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲଙ୍ଘନ କରାଯାଇଛି ।

ଫାଇଲ ଫଟୋ

ଶ୍ରୀନଗର: ସୁଧୁରୁନି ପାକିସ୍ତାନ । ଦୀପାବଳୀ ଭଳି ପବିତ୍ର ଦିନରେ ମଧ୍ୟ ପାକିସ୍ତାନ ସୀମାରେ ଅଶାନ୍ତି ସୃଷ୍ଟି କରିବାର ପ୍ରୟାସ କରୁଛି । ରବିବାର ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲଙ୍ଘନ କରାଯାଇଛି । ରଜୌରୀ ଜିଲ୍ଲାର ସୁନ୍ଦରବନି ସେକ୍ଟରରେ ଭାରତୀୟ ସେନାର ଶିବିରକୁ ଟାର୍ଗେଟ କରି ଗୁଳି ମାଡ କରିଛି ପାକ୍‌ । ଯେଉଁଥିରେ ଜଣେ ଭାରତୀୟ ଯବାନ ଆହତ ହୋଇଥିବା ଜଣା ପଡିଛି ।

ସେପଟେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ଶନିବାର କିଛି ଅଜ୍ଞାତ ଆତଙ୍କବାଦୀ ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ ମାଡ କରିଥିଲେ । ଏଥିରେ 6 ଜଣ ଯବାନ ଆହତ ହୋଇଥିଲେ ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.