ETV Bharat / bharat

ଅନୁପ୍ରବେଶ ବେଳେ ଭାରତୀୟ ଡ୍ରୋନ ଖସାଇଥିବା ଦାବି କଲା ପାକିସ୍ତାନ - Pakistan shoots down Indian quadcopter

ପାକିସ୍ତାନ ମୁଖପାତ୍ର ଏକ ଟ୍ବିଟ କରି ଜଣାଇଛନ୍ତି ଯେ, ପାକିସ୍ତାନ ଯବାନ ମାନେ କନଜାଲୱାନ ସେକ୍ଟରରୁ ଆସିଥିବା ଏକ ଭାରତୀୟ ଗୁପ୍ତଚର ଡ୍ରୋନକୁ ଖସାଇଥିବା କରିଛନ୍ତି। ଅଧିକ ପଢନ୍ତୁ...

ଅନୁପ୍ରବେଶ ବେଳେ ଭାରତୀୟ କ୍ବାଡକୋପଟରକୁ ହତ୍ୟା କରିଥିବା ପାକିସ୍ତାନର ଦାବି

author img

By

Published : May 30, 2020, 3:23 PM IST

ଶ୍ରୀନଗର: ପାକିସ୍ତାନୀ ସେନା ଶୁକ୍ରବାର ନିୟନ୍ତ୍ରଣ ରେଖା (ଏଲଓସି) ଦେଇ ଅନୁପ୍ରବେଶ କରିଥିବା 'ଭାରତୀୟ ଡ୍ରୋନ'କୁ ଗୁଳିକରି ହତ୍ୟା କରିଥିବା ଦାବି କରିଛି।

ପାକିସ୍ତାନର ସାମରିକ ମୁଖପାତ୍ର ମେଜର ଜେନେରାଲ ବାବର ଇଫତିଖାର କହିଛନ୍ତି ଯେ, କଞ୍ଜଲବାନ ସେକ୍ଟର ଠାରୁ ପ୍ରାୟ 700 ମିଟର ଦୂରରେ ଏହି ଅନୁପ୍ରବେଶ ହୋଇଛି।

ପାକିସ୍ତାନ ମୁଖପାତ୍ର ଏକ ଟ୍ବିଟ କରି ଜଣାଇଛନ୍ତି ଯେ, ପାକିସ୍ତାନର ଯବାନ ମାନେ କନଜାଲୱାନ ସେକ୍ଟରରୁ ଆସିଥିବା ଏକ ଭାରତୀୟ ଗୁପ୍ତଚର ଡ୍ରୋନକୁ ଖସାଇ ଦେଇଛନ୍ତି । ନେକରୁନ ସେକ୍ଟରରେ ଏଲଏଓସିର ପାକିସ୍ତାନ ପାର୍ଶ୍ୱରେ 700 ମିଟର ଦୂରରେ ସେ ଅନୁପ୍ରବେଶ କରିଥିଲା।

ଖବର ଅନୁଯାୟୀ, ପାକିସ୍ତାନ ସେନା ପକ୍ଷରୁ ପୂର୍ବର ଏପରି ଦାବିକୁ ଭାରତ ଖାରଜ କରିଦେଇଛି ଏବଂ ଏହା ଦ୍ୱିତୀୟ ଡ୍ରୋନ ଥିଲା ଯାହାକୁ ପାକିସ୍ତାନୀ ସେନା 3 ଦିନ ମଧ୍ୟରେ ଗୁଳି କରି ଖସାଇ ଦେଇଥିବା ଦାବି କରିଛି ।

ଏହାପୂର୍ବରୁ ଏପ୍ରିଲରେ ପାକିସ୍ତାନୀ ସେନା ଏକ ଭାରତୀୟ ଡ୍ରୋନ୍‌କୁ ଗୁଳି ଚଳାଇଥିବା ଦାବି କରିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.