ETV Bharat / bharat

‘କରତାରପୁର କରିଡର ପଛରେ ପାକର ଖରାପ ଉଦ୍ଦେଶ୍ୟ’ - ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ

କରତାରପୁର କରିଡର ପଛରେ ପାକିସ୍ତାନର ଖରାପ ଉଦ୍ଦେଶ୍ୟ ରହିଥିବାର କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ।

Pak Minister's Disclosure on Kartarpur Corridor
ଫାଇଲ ଫଟୋ
author img

By

Published : Dec 1, 2019, 8:36 PM IST

ଚଣ୍ଡୀଗଡ: କରତାରପୁର କରିଡର ଖୋଲିବାର ପାଖାପାଖି ମାସେ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏହା ପଛରେ ପାକିସ୍ତାନର ଖରାପ ଉଦ୍ଦେଶ୍ୟ ରହିଥିବାର କହିଛନ୍ତି ସେ। ରବିବାର ପାକିସ୍ତାନର ଜଣେ ବରିଷ୍ଠ ମନ୍ତ୍ରୀଙ୍କ କଥାକୁ କେନ୍ଦ୍ର କରି ଏପରି ବୟାନ ରଖିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ।

ପାକିସ୍ତାନ ଆର୍ମୀ ଚିଫ୍ ଜେନେରାଲ କମାର ଜାଭେଦ ବାଜୱା, କରତାରପୁର କରିଡର ଦ୍ବାରା ଭାରତକୁ କ୍ଷତି ପହଞ୍ଚାଇବେ ବୋଲି କହିଛନ୍ତି ଅମରିନ୍ଦର ସିଂହ। ଏହା ଭାରତର ସୁରକ୍ଷା ଉପରେ ଏକ ବଡ ପ୍ରଶ୍ନ ଓ ଭାରତୀୟ ସେନା ସର୍ବଦା ନିଜ ଶତ୍ରୁର ବିନାଶ କରିବାକୁ ପ୍ରସ୍ତୁତ ରହିଥିବ ଜଣାଇଛନ୍ତି ସେ।

ଅନ୍ୟପକ୍ଷେ ପାକ୍ ରେଳ ମନ୍ତ୍ରୀ ଶେଖ୍ ରଶିଦଙ୍କ କହିବା ଅନୁସାର, ଜେନେରାଲ ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧି ହେବାରୁ ଏପରି ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସୁଛି। କରତାରପୁର କରିଡର ଉଦଘାଟନ ଉତ୍ସବରେ ପାକିସ୍ତାନ ଆର୍ମି ଜେନେରାଲ୍ ବାଜୱା ଯୋଗ ଦେଇନଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.