ETV Bharat / bharat

କୋଭିଡ-19 ଟୀକା ପରୀକ୍ଷଣର ପୂର୍ବାବଲୋକନ କଲେ ଅକ୍ସଫୋର୍ଡ଼ ପ୍ରଫେସର - କୋଭିଡ-19 ଟୀକା ପରୀକ୍ଷଣର ପୂର୍ବାବଲୋକନ କଲେ ଅକ୍ସଫୋର୍ଡ଼ ପ୍ରଫେସର

କୋଭିଡ-19 ଟୀକା ପରୀକ୍ଷଣର ପୂର୍ବାଲୋକନ କଲେ ଅକ୍ସଫୋର୍ଡ଼ ପ୍ରଫେସର । ଟୀକାକରଣର ଦୁଇଟି କ୍ଲିନିକାଲ୍ ପରୀକ୍ଷା ପାଇଁ ବ୍ରିଟିଶ ସରକାର ଅର୍ଥ ପ୍ରଦାନ କରୁଛନ୍ତି। ଅଧିକ ପଢନ୍ତୁ...

Oxford professor previews start of vaccine testing
କୋଭିଡ-19 ଟୀକା ପରୀକ୍ଷଣର ପୂର୍ବାବଲୋକନ କଲେ ଅକ୍ସଫୋର୍ଡ଼ ପ୍ରଫେସର
author img

By

Published : Apr 24, 2020, 12:13 AM IST

ଇଂଲଣ୍ଡ: ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ମାନବଙ୍କ ଉପରେ କୋଭିଡ-19 ଟିକା ପରୀକ୍ଷା କରିବା ଆରମ୍ଭ କରିଛନ୍ତି । ଏହି ପରୀକ୍ଷଣର ନେତୃତ୍ୱ ନେଉଥିବା ଅନୁସନ୍ଧାନକାରୀ ପ୍ରଫେସର ଆଣ୍ଡ୍ରିୟୁ ପୋଲାର୍ଡ କହିଛନ୍ତି ଯେ ଏହା ଅତି କମରେ ଏକ ବର୍ଷ ଚାଲିବ । କିନ୍ତୁ ଟିକା କାର୍ଯ୍ୟକ୍ଷମ ହେଲେ କିଛି ମାସ ମଧ୍ୟରେ ଅନୁସନ୍ଧାନକାରୀମାନେ ଜାଣିପାରିବେ।

କୋରୋନା ଭାଇରସ୍ ପାଇଁ ସମ୍ଭାବ୍ୟ ଟୀକାକରଣର ଦୁଇଟି କ୍ଲିନିକାଲ୍ ପରୀକ୍ଷା ପାଇଁ ବ୍ରିଟିଶ ସରକାର ଅର୍ଥ ପ୍ରଦାନ କରୁଛନ୍ତି। ଅକ୍ସଫୋର୍ଡରେ ଥିବା ବ୍ୟକ୍ତିଙ୍କୁ 20 ନିୟୁତ ପାଉଣ୍ଡ (24.5 ନିୟୁତ ଆମେରିକୀୟ ଡଲାର) ପ୍ରଦାନ କରାଯାଉଛି । ଇମ୍ପେରିଆଲ୍ କଲେଜ ଲଣ୍ଡନରେ ଆଉ ଜଣେ ଏହାର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣକୁ ସମର୍ଥନ କରିବା ପାଇଁ 22.5 ମିଲିୟନ୍ ପାଉଣ୍ଡ (28 ମିଲିୟନ୍ ଆମେରିକୀୟ ଡଲାର୍) ଖର୍ଚ୍ଚ କରିଛନ୍ତି ।

କୋଭିଡ-19 ଟୀକା ପରୀକ୍ଷଣର ପୂର୍ବାବଲୋକନ କଲେ ଅକ୍ସଫୋର୍ଡ଼ ପ୍ରଫେସର

ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ ହାନକକ୍ କହିଛନ୍ତି ଯେ, ଟିକା କାର୍ଯ୍ୟକ୍ଷମ କଲେ ସରକାର ଉତ୍ପାଦନ କ୍ଷମତାରେ ବିନିଯୋଗ କରିବେ। ବର୍ତ୍ତମାନ ଟିକାର ବିକାଶ ପ୍ରକ୍ରିୟା ଚାଲୁରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.