ETV Bharat / bharat

ଅକ୍ସଫୋର୍ଡ ଟିକାର କ୍ଲିନିକାଲ ପରୀକ୍ଷଣ ପାଇଁ ସେରମକୁ ମିଳିଲା ଗ୍ରୀନ ସିଗନାଲ

ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆର ଡ.ଭିଜି ସୋମାନି ଦେଶରେ ଅକ୍ସଫୋର୍ଡର କୋରୋନା ଟିକାର କ୍ଲିନିକାଲ ପରୀକ୍ଷା ଆରମ୍ଭ କରିବାକୁ ସେରମ୍ ଇନଷ୍ଟିଚ୍ୟୁଟକୁ ଅନୁମତି ଦେଇଛନ୍ତି ।

author img

By

Published : Sep 16, 2020, 11:59 AM IST

ଅକ୍ସଫୋର୍ଡ କୋରୋନା ଟିକାର କ୍ଲିନିକାଲ ପରୀକ୍ଷା ଆରମ୍ଭ କରିବାକୁ ସେରମ ଇନଷ୍ଟିଚ୍ୟୁଟକୁ ଅନୁମତି

ନୂଆଦିଲ୍ଲୀ:ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆର ଡ. ଭିଜି ସୋମାନି ଦେଶରେ ଅକ୍ସଫୋର୍ଡର କୋରୋନା ଟିକାର କ୍ଲିନିକାଲ ପରୀକ୍ଷା ଆରମ୍ଭ କରିବାକୁ ସେରମ୍ ଇନଷ୍ଟିଚ୍ୟୁଟକୁ ଅନୁମତି ଦେଇଛନ୍ତି ।

ତେବେ ଡିସିଜିଆଇ ସ୍କ୍ରିନିଂ ସମୟରେ ଅଧିକ ଯତ୍ନ ନେବା, ସୂଚନା ସମ୍ମତିରେ ଅତିରିକ୍ତ ସୂଚନା ପ୍ରଦାନ କରିବା ଏବଂ ଏସଆଇଆଇ ଦ୍ବାରା ଅଧ୍ୟୟନର ରିସର୍ଚ୍ଚ ସମୟରେ ଘଟଣାଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବା ପରି ଆଦି ଉପରେ ନିର୍ଦ୍ଦିଷ୍ଟ ସର୍ତ୍ତ ରଖିଛନ୍ତି ।

ପ୍ରତିକୂଳ ଘଟଣାଗୁଡ଼ିକର ପରିଚାଳନା ପାଇଁ ପ୍ରୋଟୋକଲ ଅନୁଯାୟୀ ବ୍ୟବହୃତ ଔଷଧର ସର୍ବିଶେଷ ତଥ୍ୟ ଡିସିଜିଆଇଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ଏସଆଇଆଇକୁ କୁହାଯାଇଛି । ତେବେ ସେପ୍ଟେମ୍ବର 11ରେ ଡିସିଜିଆଇ ଏସଆଇଆଇକୁ ନିର୍ଦ୍ଦେଶ ଦେଇଥିଲେ ଯେ, ଅକ୍ସଫୋର୍ଡ କୋରୋନା ଟିକା ପ୍ରାର୍ଥୀଙ୍କ ଦ୍ୱିତୀୟ ଏବଂ ତୃତୀୟ କ୍ଲିନିକାଲ ଟ୍ରାଏଲରେ ଫାର୍ମାଜିଆଣ୍ଟ ଆଷ୍ଟ୍ରାଜେନେକା ପୃଷ୍ଠଭୂମିରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନୂଆ ପାର୍ଥୀ ଚୟନ ବନ୍ଦ ରହିବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.