ETV Bharat / bharat

ଅଗଷ୍ଟ 27ରେ ଦେଶକୁ 83,000 ଯାତ୍ରୀଙ୍କ ଆଗମନ - ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଲକଡାଉନର ଅନଲକ ପର୍ଯ୍ୟାୟରେ ବିମାନ ଚଳାଚଳ ଜାରି ରହିଛି। ତେବେ ଅଗଷ୍ଟ 27ରେ 82,000 ରୁ ଅଧିକ ଯାତ୍ରୀ ବିମାନରେ ଦେଶ ଭିତରେ ବିଭିନ୍ନ ସ୍ଥାନରୁ ଆସିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି।

ଅଗଷ୍ଟ 27ରେ ଦେଶରେ 83,000 ଯାତ୍ରୀଙ୍କ ବିମାନରେ ଆଗମନ

author img

By

Published : Aug 29, 2020, 9:34 AM IST

ନୂଆଦିଲ୍ଲୀ: ଲକଡାଉନର ଅନଲକ ପର୍ଯ୍ୟାୟରେ ବିମାନ ଚଳାଚଳ ଜାରି ରହିଛି। କୋରୋନା ମହାମାରୀ ଭିତରେ ବିଭିନ୍ନ ସ୍ଥାନକୁ ଯାତ୍ରୀମାନେ ବିମାନରେ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି।

ତେବେ ଅଗଷ୍ଟ 27ରେ 82,000ରୁ ଅଧିକ ଯାତ୍ରୀ ବିମାନରେ ଦେଶ ଭିତରେ ବିଭିନ୍ନ ସ୍ଥାନରୁ ଆଗମନ କରିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି। ଏକ ଟୁଇଟ୍ ଜରିଆରେ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଗୁରୁବାର ସାରା ଦେଶରେ 83,000ରୁ ଅଧିକ ଯାତ୍ରୀ ଆସିଛନ୍ତି।

ମନ୍ତ୍ରଣାଳୟ ଏକ ଟୁଇଟ୍ ଜରିଆରେ କହିଛନ୍ତି, "27 ଅଗଷ୍ଟରେ ସମଗ୍ର ଦେଶରେ 870 ରୁ ଅଧିକ ବିମାନ ଉଡ଼ାଣ ହୋଇଥିଲା। ଘରୋଇ ବିମାନ ଚଳାଚଳ କ୍ରମାଗତ ଭାବେ ବଢିବାରେ ଲାଗିଛି।"

"ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅଗଷ୍ଟ 27 ରେ ସାରା ଦେଶରେ 870 ରୁ ଅଧିକ ବିମାନ ଆଗମନ ହୋଇଥିଲା। ଏହାସହ 27 ଅଗଷ୍ଟରେ ସାରା ଦେଶରେ 1756 ବିମାନ ଭାରତ ଆକାଶକୁ ଯାଇଥିଲା। ଘରୋଇ ବିମାନ ଚଳାଚଳ କ୍ରମାଗତ ଭାବେ ବୃଦ୍ଧି ପାଉଛି।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.