ETV Bharat / bharat

ଡ୍ୟାନବେଳେ ଚାଲିଗଲା ଯୁବକଙ୍କ ଜୀବନ, ଦେଖନ୍ତୁ ଭିଡିଓ...

author img

By

Published : Feb 18, 2020, 12:38 AM IST

ବାହାଘର ଡିଜେରେ ନାଚୁଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

one person died during dancing in marriage ceremony
ଡ୍ୟାନ ବେଳେ ଚାଲିଗଲା ଯୁବକଙ୍କ ଜୀବନ, ଦେଖନ୍ତୁ ଭିଡିଓ...

ନୂଆଦିଲ୍ଲୀ: ଡ୍ୟାନ୍ସ ବେଳେ ଚାଲିଗଲା ଜୀବନ । ବାହାଘର ଡିଜେରେ ନାଚୁଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

ଦିଲ୍ଲୀର ସୀତାମଢୀ ଅଞ୍ଚଳର ବିକାଶ ଅଗ୍ରୱାଲ ଏକ ଗ୍ରୋସରି ଦୋକାନରେ କାମ କରନ୍ତି । ତେବେ ବିକାଶ ସୋମବାର ନିଜ ପଡୋଶୀଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିଲେ । ସେଠାରେ ଡିଜେରେ ନାଚୁଥିବା କିଛି ଯୁବକଙ୍କୁ ଦେଖି ସେ ମଧ୍ୟ ସେମାନଙ୍କ ସହ ସାମିଲ ହୋଇଥିଲେ ।

ଏହାପରେ ନାଚୁଥିବା ବେଳେ ହଠାତ୍ ବିକାଶ ତଳେ ପଡିଯାଇଥିଲେ । ଏବଂ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.