ETV Bharat / bharat

ବିଶ୍ବ ହିନ୍ଦୁ ମହାସଭା ଅଧ୍ୟକ୍ଷ ହତ୍ୟା ମାମଲା: ମୁମ୍ବାଇରୁ ଗିରଫ ହେଲା ସାର୍ପ ସୁଟର

author img

By

Published : Feb 6, 2020, 12:11 PM IST

ବିଶ୍ବ ହିନ୍ଦୁ ମହାସଭାର ରାଜ୍ୟ ଅଧ୍ୟକ୍ଷ ରଞ୍ଜିତ ବଚ୍ଚନ ହତ୍ୟା ମାମଲାରେ ମୁମ୍ବାଇରୁ ସାର୍ପ ସୁଟରକୁ ଗିରଫ କରିଛି ଲକ୍ଷ୍ନୌ ପୋଲିସ । ଅଧିକ ପଢନ୍ତୁ...

ranjit bachchan
ranjit bachchan

ଲକ୍ଷ୍ନୌ: ବିଶ୍ବ ହିନ୍ଦୁ ମହାସଭାର ରାଜ୍ୟ ଅଧ୍ୟକ୍ଷ ରଞ୍ଜିତ ବଚ୍ଚନଙ୍କୁ ଗଲା ରବିବାର ଦିନ ଦ୍ବିପ୍ରହରେ ବିଚ୍‍ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ପୋଲିସକୁ ବଡ ସଫଳତା । ମୁମ୍ବାଇରୁ ସାର୍ପ ସୁଟରକୁ ଗିରଫ କରିଛି ପୋଲିସ । ଗୁରୁବାର ଲକ୍ଷ୍ନୌ ପୋଲିସ ସାର୍ପ ସୁଟରକୁ ଗିରଫ କରି ଲକ୍ଷ୍ନୌ ଆଣିବ । ହତ୍ୟା କାଣ୍ଡ ଭିଆଇବା ପରେ ସୁଟର ମୁମ୍ବାଇ ପଳାଇ ଯାଇଥିବା ସୂଚନା ରହିଥିଲା ।

ସୂଚନା ଅନୁସାରେ, ରବିବାର ରଞ୍ଜିତ ପ୍ରାତଃ ଭ୍ରମଣରେ ଯାଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଲଗାତର ଗୁଳି ଚଳାଇଥିଲେ। ଗୁଳି ବାଜିବା କାରଣରୁ ରଞ୍ଜିତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

ରଞ୍ଜିତ ବଚ୍ଚନଙ୍କୁ ସିଡିଆରଆଇ(ସେଣ୍ଟ୍ରାଲ ଡ୍ରଗ୍‍ ରିସର୍ଚ୍ଚ ଇନ୍‍ଷ୍ଟିଚ୍ୟୁଟ୍‍) ନିକଟରେ ହତ୍ୟା କରାଯାଇଥିଲା । ଘଟଣାସ୍ଥଳରୁ ଫେରାର୍‍ ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସର ୬ଟି ଟିମ୍‍ ଓ କ୍ରାଇମ୍‍ବ୍ରାଞ୍ଚ ପ୍ରୟାସ ଚଳାଇଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.