ETV Bharat / bharat

ଶାହିନବାଗରେ ଶୁଭିଲା ସିଏଏ ସମର୍ଥନ ସ୍ବର

author img

By

Published : Feb 29, 2020, 2:17 PM IST

ଶାହିନବାଗରେ ପ୍ରାୟ 76 ଦିନ ହେବ ସିଏଏ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ଶୁକ୍ରବାର ଶୁଣିବାକୁ ମିଳିଛି ସିଏଏ ସମର୍ଥନରେ ସ୍ବର । ଅଧିକ ପଢନ୍ତୁ...

slogans in support of CAA in Shaheen Bagh
ଶାହିନବାଗରେ ଶୁଭିଲା ସିଏଏ ସମର୍ଥନ ସ୍ବର

ନୂଆଦିଲ୍ଲୀ: ଶାହିନବାଗରେ ପ୍ରାୟ 76 ଦିନ ହେବ ସିଏଏ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ଶୁକ୍ରବାର ଶୁଣିବାକୁ ମିଳିଛି ସିଏଏ ସମର୍ଥନରେ ସ୍ବର । ବିପକ୍ଷରେ ଆନ୍ଦୋଳନ ଚାଲୁଥିବା ସମୟରେ ଭିଡ ଭିତରୁ ସିଏଏ ସମର୍ଥନରେ ନାରା ଶୁଣିବାକୁ ମିଳିଥିଲା ।

ଶାହିନବାଗରେ ଶୁଭିଲା ସିଏଏ ସମର୍ଥନ ସ୍ବର

ପରେ ନାରା ଦେଉଥିବା ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇଛି । ପ୍ରକାଶଥାଉକି, ଦୀର୍ଘ 76 ଦିନ ହେବ ଦିଲ୍ଲୀର ଶାହିନବାଗରେ ପ୍ରଦର୍ଶନ ଜାରି ରହିଛି । ଅଧିକ ସଂଖ୍ୟାରେ ମହିଳା ଏହି ପ୍ରତିବାଦରେ ଯୋଗ ଦେଇଛନ୍ତି । ଦିଲ୍ଲୀ-ନୋଏଡାର ମୁଖ୍ୟ ରାସ୍ତା ମଧ୍ୟ ବନ୍ଦ ରଖାଯାଇଛି ।

ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଜାରି ରହିଥିବା କାରଣରୁ ଶାହିନବାଗରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅନ୍ୟପକ୍ଷରେ ସୁପ୍ରିମକୋର୍ଟରେ ରାସ୍ତା ଖୋଲିବା ନେଇ ଯାଚିକା ମଧ୍ୟ ଦାଖଲ କରାଯାଇଛି । ଏହାର ଶୁଣାଣି ମାର୍ଚ୍ଚ 23ରେ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.