ETV Bharat / bharat

ତେଲେଙ୍ଗାନା ପୋଲିସର ଅପରେସନ, ଜଣେ ନକ୍ସଲ ନିହତ

author img

By

Published : Sep 21, 2020, 12:45 PM IST

ନକ୍ସଲ ବିରୋଧରେ ତେଲେଙ୍ଗାନା ପୋଲିସର ଅପରେସନ । ଜଣେ ନକ୍ସଲ ନିହତ, ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ବାଇକ ଜବତ । ଅଧିକ ପଢନ୍ତୁ...

One naxal killed in exchange of fire with police in Telangana
ତେଲେଙ୍ଗାନା ପୋଲିସର ଅପରେସନ,ଜଣେ ନକ୍ସଲ ନିହତ

ହାଇଦ୍ରାବାଦ: ନକ୍ସଲ ବିରୋଧରେ ତେଲେଙ୍ଗାନା ପୋଲିସର ଅପରେସନ । ସର୍ଚ୍ଚ ଅପରେସନ ସମୟରେ ଜଣେ ନକ୍ସଲ ନିହତ ହୋଇଛି। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ବାଇକ ଜବତ କରାଯାଇଛି।

ସୂଚନା ଅନୁସାରେ,ଖମ୍ମାର ଡୁବାଗୁଡେମ-ଦେଭାଲାଗୁଡେମରେ ନକ୍ସଲ ଲୁଚି ଥିବା ନେଇ ପୋଲିସକୁ ଖବର ମିଳିଥିଲା । ପରେ ପୋଲିସ ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଫଳରେ ସେଠାରେ ଜଣେ ନକ୍ସଲର ପ୍ରାଣ ଯାଇଥିବା ସୂଚନା ମିଳିଛି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.