ETV Bharat / bharat

ପୁଣି ଜଣେ ଏମ୍ସ ଡାକ୍ତରଙ୍କ କୋରୋନାରେ ମୃତ୍ୟୁ - ଏମ୍ସ ଡାକ୍ଟରଙ୍କ କୋରୋନାରେ ମୃତ୍ୟୁ

ଏମ୍ସର ବରିଷ୍ଠ ସାନିଟାଇଜେସନ୍ ସୁପରଭାଇଜର ହିରାଲାଲଙ୍କର କୋରେନାରେ ମୃତ୍ୟୁ ଘଟିଛି ।

one more death at aiims due to covid
ପୁଣି ଜଣେ ଏମ୍ସ ଡାକ୍ଟରଙ୍କ କୋରୋନାରେ ମୃତ୍ୟୁ
author img

By

Published : May 25, 2020, 5:20 PM IST

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ମେଡିକାଲ ଏମ୍ସରେ କୋରୋନା ନିଜ କାୟା ବିସ୍ତାର କରିଛି । ଲଗାତାର ତିନି ଦିନ ଧରି ମେଡିକାଲର ତିନିଜଣ କର୍ମୀଙ୍କ କୋରୋନାରେ ମୃତ୍ୟୁ ଘଟିଛି । ପ୍ରଥମ ମେସ୍ କର୍ମୀ ଖେମଚାନ୍ଦ, ପରଦିନ ଏମ୍ସର ଚିକିତ୍ସା ବିଭାଗର ପୂର୍ବତନ ଚେୟାରମ୍ୟାନ ତଥା ଜଣାଶୁଣା ଡାକ୍ତର ପ୍ରଫେସର ଡ. ଜେ ଏନ୍ ପାଣ୍ଡେ ଏବଂ ବର୍ତ୍ତମାନ ବରିଷ୍ଠ ସାନିଟାଇଜେସନ୍ ସୁପରଭାଇଜର ହିରାଲାଲଙ୍କର କୋରେନାରେ ମୃତ୍ୟୁ ଘଟିଛି । ବର୍ତ୍ତମାନ ତାଙ୍କ ମୃତଦେହକୁ ଟ୍ରମା ସେଣ୍ଟରରେ ରଖାଯାଇଛି।

one more death at aiims due to covid
ପୁଣି ଜଣେ ଏମ୍ସ ଡାକ୍ଟରଙ୍କ କୋରୋନାରେ ମୃତ୍ୟୁ

ତେବେ ହିରାଲାଲ୍ ଏମ୍ସ ଏସଟି/ ଏସସି ୱେଲଫେୟାର ଆସୋସିଏସନର ସ୍ଥାପନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ସମ୍ପୂର୍ଣ୍ଣ ମେଡିକାଲରେ ପ୍ରତ୍ୟେକ କ୍ୟାଡରରେ ବେଶ୍ ଲୋକପ୍ରିୟ ଲୋକପ୍ରିୟ ଥିଲେ ।

ବଡିଆର୍ମ ରେସିଡେଣ୍ଟ ଡାକ୍ତର ସଂଘର ପୂର୍ବତନ ସଭାପତି ଡକ୍ଟର ଅମରେନ୍ଦର ସିଂ ମାଲହି ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଏହା ଏପରି କ୍ଷତି ଯାହାର ଭରଣ କରାଯାଇପାରିବ ନାହିଁ । ଏହି ଭାଇରସ କାରଣରୁ ବହୁ ନିରିହ ଜୀବନ ଯାଇଛି । ଫ୍ରଣ୍ଟ ଲାଇନ କର୍ମଚାରୀଙ୍କ ସହିତ ଘଟୁଥିବା ଏହି ଘଟଣା ଆମ ସମଗ୍ର ଯୁଦ୍ଧକୁ ପ୍ରଭାବିତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.