ETV Bharat / bharat

ନିଜାମୁଦ୍ଦିନ ପ୍ରଭାବ, ଆସାମରେ ଆଉ ଜଣେ କୋରୋନା ପଜିଟିଭ - Nizamuddin Markaz

ଦିଲ୍ଲୀର ନିଜାମୁଦ୍ଦିନ ମର୍କାଜ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଜଣେ ବ୍ୟକ୍ତି କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

Assam
ଆସାମରେ ଆଉ ଏକ କୋରୋନା ପଜିଟିଭ
author img

By

Published : Apr 5, 2020, 11:48 AM IST

ଗୌହାଟୀ: ଦିନକୁ ଦିନ ଆସାମରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ରାଜ୍ୟରେ ଆଉ ଏକ କୋରୋନା ପଜିଟିଭ ସାମ୍ନାକୁ ଆସିଛି । ଉକ୍ତ ବ୍ୟକ୍ତି ଜଣଙ୍କ ଚାଚର ଜିଲ୍ଲାର ବୋଲି ଜଣାପଡିଛି । ଯାହାକୁ ନେଇ ଆସାମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 26କୁ ବୃଦ୍ଧି ପାଇଛି ।

ତେବେ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଦିଲ୍ଲୀ ସ୍ଥିତ ଆଉ ନିଜାମୁଦ୍ଦିନ ମର୍କାଜ ଇଭେଣ୍ଟ ସହିତ ମଧ୍ୟ ଜଡିତ ଥିବା କହିଛନ୍ତି ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।

ତେବେ ରାଜ୍ୟରେ ଦେଶରେ ଅହେତୁକ ଭାବେ ଦେଶରେ କୋଭିଡ-19 ବ୍ୟାପିବାରେ ଲାଗିଛି । ଯାହାକୁ ନେଇ 12 ଘଣ୍ଟା ମଧ୍ୟରେ ଦେଶରେ 302ଟି ମାମଲା ସାମ୍ନାକୁ ଆସିଥିବାବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 3 ହଜାର 374 ରହିଛି । ସେଥିମଧ୍ୟରୁ 77 ଜଣଙ୍କର ପ୍ରାଣହାନୀ ଘଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.