ETV Bharat / bharat

ସୋପିଆନରେ ଏନକାଉଣ୍ଟର, ଜଣେ ଆତଙ୍କୀ ସଫା - jammu

ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ଗୁଳିବିନିମୟ । ଜଣେ ଆତଙ୍କୀ ନିହତ । ସୋପିଆନରେ ସେନାର ସର୍ଚ୍ଚ ଅପରେସନ ଜାରି । ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ।

ଫାଇଲ ଫଟୋ
author img

By

Published : Jul 5, 2019, 2:23 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀର ସୋପିଆନରେ ଏନକାଉଣ୍ଟରରେ ଜଣେ ଆତଙ୍କୀ ସଫା । ଶୁକ୍ରବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସୋପିଆନରେ ଗୁଳିବିନିମୟ ହୋଇଥିଲା । ସ୍ଥାନୀୟ ପୋଲିସ ଏହି ସୂଚନା ଦେଇଛି ।

ବର୍ତ୍ତମାନ ଗୁଳିବିନିମୟ ବନ୍ଦ ହୋଇଥିବା ବେଳେ ସେନାର ସର୍ଚ୍ଚ ଅପରେସନ ଜାରି ରହିଛି । ସୋପିଆନର ନରୱାନି ଗାଁରେ ଗୁଳିବିନିମୟ ହୋଇଥିଲା । ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବର୍ଷଣ ପରେ ସୋପିଆନରେ ଇଣ୍ଟରନେଟ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିବା ଜଣାପଡିଛି ।

ତେବେ ସୂଚନା ମୁତାବକ, ମୃତ ଆତଙ୍କୀର ପରିଚୟ ମିଳିନାହିଁ ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.