ETV Bharat / bharat

ପ୍ରେମ ପାଇଁ ହାଇକୋର୍ଟ ସାମ୍ନାରେ ସମଲିଙ୍ଗୀଙ୍କ ନ୍ୟାୟ ଭିକ୍ଷା - gay marry a boy ask for justice

ଝାଡଖଣ୍ଡର ଛାପରାରେ ବାସ କରୁଥିବା ଜଣେ ଯୁବକ ଶ୍ରବଣ କୁମାର ପାଟନାର ସନ୍ତୋଷ କୁମାର ନାମକ ଯୁବକଙ୍କୁ 8 ବର୍ଷ ଧରି ପ୍ରେମ କରିଆସୁଥିଲେ । ଏବେ କିନ୍ତୁ ସନ୍ତୋଷ ତାଙ୍କ ପ୍ରେମକୁ ଅସ୍ବୀକାର କରିଛନ୍ତି । ଯାହାର ନ୍ୟାୟ ମାଗିବାକୁ ରାଞ୍ଚି ହାଇକୋର୍ଟକୁ ଆସିଛନ୍ତି ଶ୍ରବଣ ।

ପ୍ରେମ ପାଇଁ ହାଇକୋର୍ଟ ସାମ୍ନାରେ ସମଲିଙ୍ଗୀଙ୍କ ନ୍ୟାୟ ଭିକ୍ଷା
ପ୍ରେମ ପାଇଁ ହାଇକୋର୍ଟ ସାମ୍ନାରେ ସମଲିଙ୍ଗୀଙ୍କ ନ୍ୟାୟ ଭିକ୍ଷା
author img

By

Published : Nov 28, 2019, 3:49 AM IST

ରାଞ୍ଚି: ପ୍ରେମ ନା ଦେଖେ ଜାତି, ନା ଦେଖେ ଧର୍ମ । ପ୍ରେମ ଯେକୌଣସି ବ୍ୟକ୍ତିଙ୍କ ସହ ହୋଇପାରେ । ସେ ଲିଙ୍ଗ ମଧ୍ୟ ଦେଖେନା । ସୁପ୍ରିମକୋର୍ଟରେ 377 ଧାରା ଲାଗୁ ହେବା ପରେ ସମଲିଙ୍ଗୀଙ୍କ ପ୍ରେମ କାହାଣୀ ବହୁତ ସାମନାକୁ ଆସିଛି । ହେଲେ ଏବେ କିନ୍ତୁ ରାଞ୍ଚିରୁ ଏକ ବିଚିତ୍ର ପ୍ରେମ କାହାଣୀ ଦେଖିବାକୁ ମିଳିଛି । ଝାଡଖଣ୍ଡର ଛାପରାରେ ବାସ କରୁଥିବା ଜଣେ ଯୁବକ ଶ୍ରବଣ କୁମାର ପାଟନାର ସନ୍ତୋଷ କୁମାର ନାମକ ଯୁବକଙ୍କୁ 8 ବର୍ଷ ଧରି ପ୍ରେମ କରିଆସୁଥିଲେ । ଏବେ କିନ୍ତୁ ସନ୍ତୋଷ ତାଙ୍କ ପ୍ରେମକୁ ଅସ୍ବୀକାର କରିଛନ୍ତି । ଯାହାର ନ୍ୟାୟ ମାଗିବାକୁ ରାଞ୍ଚି ହାଇକୋର୍ଟକୁ ଆସିଛନ୍ତି ଶ୍ରବଣ ।

ପ୍ରେମ ପାଇଁ ହାଇକୋର୍ଟ ସାମ୍ନାରେ ସମଲିଙ୍ଗୀଙ୍କ ନ୍ୟାୟ ଭିକ୍ଷା

ଶ୍ରବଣଙ୍କ କହିବା କଥା ହେଲା, ସେ ସନ୍ତୋଷଙ୍କୁ 8 ବର୍ଷ ଧରି ଭଲପାଇ ଆସୁଥିଲେ । ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଥିଲା । ଆଉ ସମଲିଙ୍ଗୀ ଆଧରରେ ଉଭୟ ବିବାହ କରିବେ ବୋଲି ପରସ୍ପରଙ୍କୁ ପ୍ରତିଶୃତି ଦେଇଥିଲେ । ହେଲେ ସନ୍ତୋଷ ସେହି ପ୍ରତିଶୃତି ଭାଙ୍ଗିଛନ୍ତି । ସନ୍ତୋଷଙ୍କ ବିବାହ ଅନ୍ୟତ୍ର ଠିକ ହୋଇଯାଇଛି । ଯେଉଁଥିପାଇଁ ଶ୍ରବଣଙ୍କୁ ନିଜଠାରୁ ଦୂରରେ ରହିବାକୁ କହୁଥିଲେ ସନ୍ତୋଷ । ତେବେ ଶ୍ରବଣ ଏହା ମଧ୍ୟ କହିଛନ୍ତି ସନ୍ତୋଷ ତାଙ୍କ ଘର ନିକଟରେ ଘର ଭଡ଼ା କରି ଶ୍ରବଣଙ୍କୁ ରଖୁଥିଲେ । ପ୍ରତିଦିନ ସାକ୍ଷାତ ପାଇଁ ମଧ୍ୟ ଆସନ୍ତି । ହେଲେ ହଠାତ ସନ୍ତୋଷଙ୍କ ଯିବା ଆସିବା ବନ୍ଦ ହେଲା । ଶ୍ରବଣ ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ସନ୍ତୋଷଙ୍କ ଘରେ ପହଞ୍ଚିଲେ । ସେଠାରେ କିନ୍ତୁ ସନ୍ତୋଷଙ୍କ ପରିବାର ଲୋକେ ହତ୍ୟା ଧମକ ଦେଇ ଶ୍ରବଣଙ୍କୁ ବିଦା କରିଦେଲେ ।

ଶ୍ରବଣ ଶେଷରେ ନ୍ୟାୟ ଦାବିରେ ରାଞ୍ଚି ହାଇକୋର୍ଟ ସମ୍ମୁଖରେ ପହଞ୍ଚିଲେ । ବୁଧବାର ସକାଳଠାରୁ ଶ୍ରବଣ ହୋଇକୋର୍ଟ ସାମନାରେ ଠିଆ ହୋଇ ନିଜର ପ୍ରେମ ପାଇଁ ନ୍ୟାୟ ମାଗୁଥିଲେ । ତେବେ ତାଙ୍କୁ ସୁରକ୍ଷାକର୍ମୀ ରାଞ୍ଚି ସିଭିଲ କୋର୍ଟକୁ ପଠାଇ ଦେଇଛନ୍ତି ।

Intro:रांची के हाई कोर्ट के पास समलैंगिकता का अजीबोगरीब मामला सामने आया है।

छपरा का रहने वाला श्रवण कुमार ने बताया कि पिछले 8 साल से पटना में संतोष कुमार नाम के युवक ने उसके साथ शारीरिक संबंध बनाया और समलैंगिकता के आधार पर उससे शादी करने का भी आश्वासन दिया था,लेकिन कुछ दिन पहले ही संतोष कुमार की शादी तय हो गई।

जिसके बाद संतोष कुमार ने श्रवण कुमार को खुद से दूर जाने के लिए कह दिया जिसको लेकर श्रवण कुमार ने आपत्ति जताते हुए झारखंड हाई कोर्ट के सामने न्याय के लिए सुबह से ही समलैंगिकता के आधार पर संतोष कुमार के साथ रहने के लिए कोर्ट से न्याय की गुहार लगा रहा है।

Body:पूरे मामले पर पीड़ित सरवन कुमार ने बताया कि पिछले 8 वर्षों से संतोष कुमार से उसके शारीरिक संबंध है लेकिन जब से संतोष कुमार की शादी हुई है तब से वह अपने घर से उसे बाहर निकाल दिया है और जहां वह काम करता है उसी के आसपास एक रूम दिला कर रख रहा था लेकिन पिछले कुछ दिनों से संतोष कुमार श्रवण कुमार से मिलने के लिए भी नहीं पहुंच रहा था जिसको लेकर श्रवण कुमार ने आपत्ति जताते हुए संतोष कुमार के घर वालों को इसकी जानकारी दी लेकिन उसके घर वालों ने पीड़ित सरवन कुमार को धमकी देते हुए कहा कि अगर इसकी जानकारी किसी को भी देते हो तो तुम्हें अपनी जान देकर इसकी कीमत चुकानी पड़ेगी।

Conclusion:इसीलिए अपनी जान गंवाने के डर से पीड़ित संतोष कुमार ने झारखंड के हाई कोर्ट में केस फाइल करने का निर्णय लिया।

फिलहाल पीड़ित सरवन कुमार आज सुबह से न्याय की गुहार लगाने के लिए हाईकोर्ट के बाहर खड़ा है लेकिन हाईकोर्ट में तैनात सुरक्षाकर्मी ने उसे रांची सिविल कोर्ट भेज दिया है।

आपको बता दें कि गया का रहने वाला संतोष कुमार और छपरा का रहने वाला श्रवण कुमार के बीच शारीरिक संबंध थे जबकि दोनों पुरुष ही हैं।

बाइट-श्रवण कुमार,पीड़ित।

नोट- पीड़ित युवक का वास्तविक नाम श्रवण कुमार ही है कृपया कर अपने स्तर से देख ले
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.