ETV Bharat / bharat

ମିଳିତ ଜାତିସଂଘର ଅର୍ଥନୈତିକ ସାମାଜିକ ପରିଷଦକୁ ସମ୍ବୋଧନ କରିବେ ମୋଦି - ECOSOC

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ 17(ଶୁକ୍ରବାର) ମିଳିତ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ (ECOSOC)ର ଉଚ୍ଚ ସ୍ତରୀୟ ବିଭାଗର ମୂଲ୍ୟବୋଧକୁ ସମ୍ବୋଧିତ କରିବେ। ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ପ୍ରଥମ ଭାଷଣ ହେବ ।

 ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦି
ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦି
author img

By

Published : Jul 15, 2020, 9:04 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ 17(ଶୁକ୍ରବାର) ମିଳିତ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ (ECOSOC)ର ଉଚ୍ଚସ୍ତରୀୟ ବିଭାଗର ମୂଲ୍ୟବୋଧକୁ ସମ୍ବୋଧିତ କରିବେ । ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ପ୍ରଥମ ଭାଷଣ ହେବ । ଭାରତ ଚଳିତ ବର୍ଷ ଆରମ୍ଭରେ ସୁରକ୍ଷା ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବରେ ସ୍ଥାନ ପୁନଃସ୍ଥାପିତ କରିଛି ।

 ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦି
ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦି

ECOSOC ଅନ୍ତର୍ଜାତୀୟ ଅର୍ଥନୈତିକ ଓ ସାମାଜିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ଓ ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ରମାନଙ୍କୁ ଦିଆଯାଇଥିବା ନୀତି ସୁପାରିଶ ଗଠନ ପାଇଁ କେନ୍ଦ୍ରୀୟ ଫୋରମ୍ ଭାବରେ କାର୍ଯ୍ୟ କରେ । 1945 ରେ ଗଠନ ହେବା ପରଠାରୁ ଏହି ବର୍ଷ ପରିଷଦର 75 ତମ ବାର୍ଷିକୀ ପାଳନ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.