ETV Bharat / bharat

ନାବାଳିକା ନିଖୋଜ ଘଟଣା, ଜାମସେଦପୁରରେ କଟକ ପୋଲିସର ଯାଞ୍ଚ ଆରମ୍ଭ - jharkhand

ଓଡିଶାରୁ ଅପହୃତ ହୋଇଥିବା ନାବାଳିକାକୁ ଖୋଜିବା ପାଇଁ କଟକରୁ 5 ଜଣିଆ ପୋଲିସ ଟିମ୍ ଜାମସେଦପୁରରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 3, 2019, 1:49 PM IST

ରାଞ୍ଚି: ଓଡିଶାରୁ ଅପହୃତ ହୋଇଥିବା 10 ବର୍ଷ ନାବାଳିକାକୁ ଖୋଜିବା ପାଇଁ ଜାମସେଦପୁରରେ ପହଞ୍ଚିଛି କଟକ ପୋଲିସର 5 ଜଣିଆ ଟିମ୍ । ଏହାପରେ ସେ ସ୍ଥାନୀୟ ପୋଲିସ ସହାୟତାରେ ହରହରଗୁଡ୍ଡୁ ଅଞ୍ଚଳରେ ରହୁଥିବା ଏକ ଲୋହାର ଦମ୍ପତ୍ତିଙ୍କ ଘରେ ପହଞ୍ଚି ପଚରାଉଚରା କରିଥିଲେ । ସେମାନେ ଆଶା ଲୋହାର ନାମକ ଜଣେ ମହିଳାଙ୍କ ନାଁ କହିଥିଲେ । ଏହାପରେ ପୋଲିସ ଆଶା ଲୋହାରଙ୍କୁ ପଚରାଉଚରା କରୁଛି।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଏହି ଲୋହାର ଦମ୍ପତ୍ତି ଓଡିଶାରେ କୁଲି କାମ କରୁଥିଲେ । ସେମାନଙ୍କ ଘର ପାଖରେ ଏକ 10 ବର୍ଷର ଝିଅ ରହୁଥିଲା । ଯେଉଁଥିପାଇଁ ସେମାନେ ତାକୁ ଅପହରଣ କରି ଜାମସେଦପୁର ନେଇ ଚାଲିଆସିଥିବା ପୋଲିସ ସନ୍ଦେହ କରୁଥିଲା । ଆଉ ପଚରାଉଚରା ବେଳେ ଜଣାପଡିଛିଯେ, ଆଶା ଲୋହାରଙ୍କ ସ୍ବାମୀ ଅମିତ ଲୋହାର ଉକ୍ତ ନାବାଳିକାକୁ ନେଇ ରାଇରଙ୍ଗପୁର ଯାଇଥିଲା । ଏହାପରେ ନିଖୋଜ ନାବାଳିକାକୁ ଖୋଜିବା ପାଇଁ ରାଇରଙ୍ଗପୁର ବାହାରିଛି ପୋଲିସ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.