ETV Bharat / bharat

ଗୁଜୁରାଟରେ ରହୁଥିବା ଓଡିଆ ଗୋଷ୍ଠୀ ପାଇବେ ମା'ବାତ୍ସଲ୍ୟ କାର୍ଡ - ବାତ୍ସଲ୍ୟ କାର୍ଡ

ସୁରଟରେ ବାସ କରୁଥିବା ଓଡିଆ ଗୋଷ୍ଠୀଙ୍କ ପାଇଁ ଖୁସି ଖବର। ଏବେ ସେମାନେ ପାଇପାରିବେ ଗୁଜୁରାଟ ସରକାରଙ୍କ ସମସ୍ତ ଯୋଜନାର ସୁବିଧା । ଏମାନଙ୍କୁ ମିଳିବ ବାତ୍ସଲ୍ୟ କାର୍ଡ । ଆଗକୁ ପଢନ୍ତୁ...

ଗୁଜୁରାଟରେ ରହୁଥିବା ଓଡିଆ ଗୋଷ୍ଠୀ ପାଇବେ ମା'ବାତ୍ସଲ୍ୟ କାର୍ଡ
author img

By

Published : Nov 18, 2019, 12:05 PM IST

ସୁରଟ: ଅନେକ ବର୍ଷରୁ ସୁରଟରେ ରହୁଥିବା ଓଡିଆ ଗୋଷ୍ଠୀଙ୍କ ପାଇଁ ଖୁସି ଖବର। ଏମାନେ ମଧ୍ୟ ଗୁଜୁରାଟ ସରକାରଙ୍କ ବାତ୍ସଲ୍ୟ କାର୍ଡର ଲାଭ ଉଠାଇ ପାରିବେ । କୌଣସି ତଥ୍ୟ ନଥିବାରୁ ପୂର୍ବରୁ ଓଡିଆ ଗୋଷ୍ଠୀ ଏଥିରୁ ବଞ୍ଚିତ ହୋଇଥିଲେ । ସ୍ବତନ୍ତ୍ର ଶାଖି ମଣ୍ଡଳରେ ଏକ ଶିବିର ଆୟୋଜନ କରାଯାଇ ଏନେଇ ଘୋଷଣା କରାଯାଇଛି । ଫଳରେ ଓଡିଆ ଗୋଷ୍ଠୀ ଏହାର ପୂର୍ଣ୍ଣ ଉପଯୋଗ କରିପାରିବେ ।

ଗୁଜୁରାଟରେ ରହୁଥିବା ଓଡିଆ ଗୋଷ୍ଠୀ ପାଇବେ ମା'ବାତ୍ସଲ୍ୟ କାର୍ଡ

ସୂଚନା ଅନୁସାରେ, ସୁରତ ଓଡିଆ କମ୍ୟୁନିଟି ମୁଖ୍ୟଙ୍କ ଚେଷ୍ଟାରେ ଏହା ସମ୍ଭବ ହୋଇଛି । ଜରୁରୀ କାଗଜପତ୍ର ଓ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ ପରେ ବ୍ୟାଙ୍କରେ ଖାତା ଖୋଲାଯାଇଥିଲା । ଏହାଦ୍ବାରା ଲୋକମାନେ ଡାକ୍ତରୀ ସୁବିଧା ସହ ବଡ ଅସ୍ତ୍ରୋପ୍ରଚାରରେ ଖର୍ଚ୍ଚ ହେବାକୁ ଥିବା ଲକ୍ଷଲକ୍ଷ ଟଙ୍କା ସ୍ଥାନରେ ମାଗଣା ଚିକିତ୍ସା ପାଇବେ ।

ଆଜି ଏହି ଶିବରରେ ଲୋକଙ୍କ ଠାରୁ ସମସ୍ତ ଦରକାରୀ କାଗଜପତ୍ର ସଂଗ୍ରହ କରାଯାଉଛି । ଏଥିରେ ହଜାରରୁ ଊର୍ଦ୍ଧ୍ବ ଓଡିଆ ଲୋକ ସାମିଲ ହୋଇଛନ୍ତି ।

Intro:સુરત : વર્ષોથી સુરતમાં રહેતા ઓરિસ્સા સમાજના લોકો માટે રાહતના સમાચાર છે. હવે તેઓ પણ ગુજરાત સરકારના મા વાત્સલ્ય કાર્ડ ના લાભાર્થી બની શકશે. મહત્વના દસ્તાવેજ ન હોવાના કારણે તેઓ અત્યાર સુધી આ સુવિધાનો લાભ લઈ શકતા નહોતા પરંતુ હવે ખાસ સખી મંડળ દ્વારા આયોજિત કેમ્પના કારણે તેઓ આ લાભ લઇ શકશે.

Body:ઓરિસ્સા થી આવી સુરતને પોતાની કર્મભૂમિ બનાવનાર ઓરિસ્સા સમાજના લોકો અહી પરિવાર સાથે વર્ષોથી રહે છે પરંતુ સરકારી સુવિધાઓનો લાભ તેઓને મળતો નહોતો. કારણ કે તેમની પાસે જરૂરિયાત પ્રમાણેના દસ્તાવેજના હોવાના કારણે તેઓ ગુજરાત સરકારની મહત્વની યોજનાઓથી વંચિત રહેતા હતા. સુરત ઓરિસ્સા સમાજના આગેવાનો દ્વારા ખાસ પહેલ કરવામાં આવી અને તેઓને સખીમંડળના માધ્યમથી એકત્ર કરી બેંકમાં ખાતા ખોલાવી મહત્વના દસ્તાવેજો બનાવવામાં આવ્યા હતા.જેને કારણે તેઓ હવે રાજ્ય સરકારના મા વાત્સલ્ય કાર્ડ નો લાભ લઇ શકશે ઓરિસ્સા થી હજારો કિલોમીટર દૂર આવી સુરતમાં રહેતા ઓરિસ્સા સમાજના લોકો હવે પાંચ લાખ સુધીનો મેડિકલ લાભ અને મેજર ઓપરેશન નિશુલ્ક ગુજરાતની મોટી હોસ્પિટલમાં કરાવી શકશે.Conclusion:આ કાર્ડ આપવા માટેના જરૂરી દસ્તાવેજો ને જમા લેવા માટે આજે એક કેમ્પ નું આયોજન કરવામાં આવ્યું હતું જેમાં હજારોની સંખ્યામાં ઓડીસાના લોકોએ ભાગ લીધો હતો.

બાઇટ : ગાયત્રી જરીવાળા (આસિસ્ટન્ટ કમિશનર SMC)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.