ETV Bharat / bharat

ସୁରଟରୁ ଫେରୁଛନ୍ତି 1200 ଓଡିଆ - odia migrants returning from Surat by train

ଗୁଜୁରାଟର ସୁରଟରୁ ଟ୍ରେନ ଯୋଗେ ଓଡିଶା ଫେରୁଛନ୍ତି ପ୍ରବାସୀ ଓଡିଆ । ପୂର୍ବରୁ ବସରେ କିଛି ପ୍ରବାସୀ ରାଜ୍ୟକୁ ଫେରିଥିବାବେଳେ ଆଜି ଟ୍ରେନ ମାଧ୍ୟମରେ ଫେରୁଛନ୍ତି ପାଖାପାଖି 1200 ଓଡିଆ ଶ୍ରମିକ । ଅଧିକ ପଢନ୍ତୁ...

odia migrants
ସୁରଟରୁ ଫେରୁଛନ୍ତି 1200 ଓଡିଆ
author img

By

Published : May 2, 2020, 4:34 PM IST

ଗାନ୍ଧୀନଗର: ଗୁଜୁରାଟର ସୁରଟରୁ ଟ୍ରେନ ଯୋଗେ ଓଡିଶା ଫେରୁଛନ୍ତି ପ୍ରବାସୀ ଓଡିଆ । ପୂର୍ବରୁ ବସରେ କିଛି ପ୍ରବାସୀ ରାଜ୍ୟକୁ ଫେରିଥିବାବେଳେ ଆଜି ଟ୍ରେନ ମାଧ୍ୟମରେ ଫେରୁଛନ୍ତି ପାଖାପାଖି 1200 ଓଡିଆ ଶ୍ରମିକ ।

ସୁରଟରୁ ଫେରୁଛନ୍ତି 1200 ଓଡିଆ

ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ତାଙ୍କୁ ପ୍ରଥମେ ବସ୍‌ ଯୋଗେ ରେଲୱେ ଷ୍ଟେସନ ଓ ପରେ ଟ୍ରେନ ଯୋଗେ ଓଡିଶାକୁ ଅଣାଯାଉଛି । ଏହି ସମୟରେ ସାମାଜିକ ଦୂରତା ବଜାୟ ରଖିବା ସହ ସେମାନଙ୍କୁ ସୁରକ୍ଷିତ ଭାବେ ଅଣାଯାଉଥିବା କୁହାଯାଉଛି ।

ତେବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ପ୍ରବାସୀ ଓଡିଆ ମାନେ ଘରକୁ ଫେରୁଥିବାରୁ ବେଶ୍‌ ଖୁସି ଅଛନ୍ତି । ସୂଚନାଥାଉକି, ପୂର୍ବରୁ ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିସି ମାଧ୍ୟମରେ ଆଲୋଚନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.