ETV Bharat / bharat

ଓଡିଆ ପୁଅ ଅଂଶୁମାନ କାମିଲା ହେଲେ ଆଇଇଏସ ଟପ୍ପର - ଓଡିଆ ପୁଅ ଅଂଶୁମାନ କାମିଲା ହେଲେ ଆଇଇଏସ ଟପ୍ପର

2019 ଆଇଇଏସ ଟପ୍ପର ହେଲେ ଓଡିଆ ପୁଅ ଅଂଶୁମାନ କାମିଲା । ପରୀକ୍ଷାରେ ଯୋଗ୍ୟ ବିବେଚିତ 32ଜଣଙ୍କ ମଧ୍ୟରୁ ସେ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ies topper ansuman kamila
ଆଇଇଏସ୍ ଟପ୍ପର ହେଲେ ଓଡିଆ ପୁଅ
author img

By

Published : Jan 11, 2020, 2:56 PM IST

ଭୁବନେଶ୍ବର: ଓଡିଆ ପୁଅ ଅଂଶୁମାନ କାମିଲା ହେଲେ ଇଣ୍ଡିଆନ ଇକୋନୋମିକ୍‌ ସର୍ଭିସ(ଆଇଇଏସ) ଟପ୍ପର । ଆଇଇଏସ 2019 ପରୀକ୍ଷାରେ ଯୋଗ୍ୟ ବିବେଚିତ ୩୨ ଜଣଙ୍କ ମଧ୍ୟରୁ ସେ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଅଂଶୁମାନ ପୂର୍ବତନ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲା ଓ ଲବ୍ଧ ପ୍ରତିଷ୍ଠିତ ଗାୟିକା ମିତାଲି ଚିନାରାଙ୍କ ପୁଅ । ଚନ୍ଦ୍ରଶେଖରପୁର ଡିଏଭିରେ ପାଠ ପଢ଼ିବା ପରେ ଅଂଶୁମାନ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରେ ଇକୋନୋମିକ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରେ ଏମଏ କରି ଜେଏନୟୁରେ ଏମଫିଲ କରିଥିଲେ । ତେବେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆରେ ମ୍ୟାନେଜର ଥିବା ଅଂଶୁମାନ ଆଇଇଏସ ଟପ୍ପର ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଇଣ୍ଡିଆନ ଇକୋନୋମିକ ସର୍ଭିସ ଟପ୍ପର ହୋଇଛନ୍ତି ଓଡ଼ିଆ ପୁଅ ଅଂଶୁମାନ କାମିଲା। ଏଥିପାଇଁ ଯୋଗ୍ୟ ବିବେଚିତ ୩୨ ଜଣଙ୍କ ମଧ୍ୟରୁ ସେ ସର୍ବାଧିକ ନମ୍ବର ରଖିଛନ୍ତି । Body:ଅଂଶୁମାନ ହେଉଛନ୍ତି ପୂର୍ବତନ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲା ଓ ଲବ୍ଧ ପ୍ରତିଷ୍ଠିତ ଗାୟିକା ମିତାଲି ଚିନାରାଙ୍କ ପୁଅ । ଚନ୍ଦ୍ରଶେଖରପୁର ଡିଏଭିରେ ପାଠ ପଢ଼ିବା ପରେ ଅଂଶୁମାନ ଦିଲ୍ଲୀର ସେଂଟ ଷ୍ଟିଫେନ୍ସ କଲେଜରେ ଅଧ୍ୟୟନ କରିଥିଲେ। ପରେ Conclusion:ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରେ ଏମଏ କରିବା ପରେ ଜେଏନୟୂରେ ଏମଫିଲ ମଧ୍ୟ କରିଥିଲେ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆରେ ମ୍ୟାନେଜର ଥିବା ଅଂଶୁମାନ ଓଡ଼ିଶା ପାଇଁ ଏହି ଗୌରବ ହାସଲ କରିଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.