ETV Bharat / bharat

ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ଦମ୍ପତ୍ତିଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ - objectionable

ଦିଲ୍ଲୀର ମେଟ୍ରୋରେ ଦମ୍ପତ୍ତିଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ । ଭିଡିଓରୁ ଏହା ସ୍ପଷ୍ଟ ହେଉଛି ଯେ, ଭିଡିଓଟି ଡିଏମଆରସିର ସିସିଟିଭି କଣ୍ଟ୍ରୋଲ ରୁମରେ ସ୍ମାର୍ଟ ଫୋନରେ ସୁଂଟି କରାଯାଇଛି ।

ଫାଇଲ ଫଟୋ
author img

By

Published : Jul 30, 2019, 10:42 AM IST

ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀର ମେଟ୍ରୋରେ ଦମ୍ପତ୍ତିଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଥିବାର ଖବର ମିଳିଛି । ଘଟଣାଟି ସାମ୍ନାକୁ ଆସିବା ପରେ ଡିଏମଆରସି ଆଜାଦପୁର ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାୟର କରିଛନ୍ତି । ତେବେ ଭିଡିଓରୁ ଏହା ସ୍ପଷ୍ଟ ହେଉଛି ଯେ, ଭିଡିଓଟି ଡିଏମଆରସିର ସିସିଟିଭି କଣ୍ଟ୍ରୋଲ ରୁମରେ ସ୍ମାର୍ଟ ଫୋରେ ସୁଂଟି କରାଯାଇଛି ।

ଡିଏମଆରସିର କାର୍ଯ୍ୟକାରି ନିର୍ଦ୍ଦେଶକ ଅନୁଜ ଦୟାଲ ଏହା ଜାଣିବାକୁ ପାଇବା ପରେ ଭିଡିଓ ତିଆରି କରିଥିବା ବ୍ୟକ୍ତିକୁ ଚିହ୍ନଟ କରିଥିବା କହିଛନ୍ତି । ଏହାସହ ଉକ୍ତ ବ୍ୟକ୍ତି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ନେଇ ମଧ୍ୟ ସୂଚନା ଦେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଏହି ଭିଡିଓକୁ ଜୁଲାଇ 18 2.22 ମିନିଟ୍‌ରେ ରେକର୍ଡ କରାଯାଇଥିଲା । ଏହାପରେ ସେହି ଭିଡିଓକୁ ପର୍ଣ୍ଣ ସାଇଡ୍‌ରେ ଅପଲୋଡ କରାଯାଇଥିଲା । ଯାାହାକୁ ଏକ ଲକ୍ଷରୁ ଅଧିକ ଲୋକେ ଦେଖି ସାରିଛନ୍ତି।

Intro:Body:

YUJ7IK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.