ETV Bharat / bharat

ମହାମାରୀରେ ପୋଷଣକୁ ପ୍ରାଥମିକତା ଦେବା ଦରକାର: ସ୍ନିଗ୍ଧା ସହଲ

author img

By

Published : Jul 24, 2020, 8:23 PM IST

ଦେଶରେ ମହାମାରୀ ସମୟରେ କିପରି 'ଆକ୍ସନ ଏଗନେଷ୍ଟ ହଙ୍ଗର' ସଂସ୍ଥା କିପରି ଭାବରେ ଦେଶର ବିଭିନ୍ନ ଗାଁରେ କୁପୋଷଣ ଦୂର କରିବାର ଦାୟିତ୍ବ ହାତକୁ ନେଇଛି ଏ ବିଷୟରେ ଇଟିଭି ଭାରତର ନ୍ୟୁଜ ଏଡିଟର ନିଶାନ୍ତ ଶର୍ମାଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସଂସ୍ଥାର କାର୍ଯ୍ୟକାରୀ ନିର୍ଦ୍ଦେଶକ ସ୍ନିଗ୍ଧା ସହଲ ବିସ୍ତୃତ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ମହାମାରୀରେ ପୋଷଣ ପ୍ରାଥମିକତା ଦେବା ଦରକାର: ସ୍ନିଗ୍ଧା ସହଲ

ନୂଆଦିଲ୍ଲୀ: ଦେଶରୁ କୁପୋଷଣ ଦୂର କରିବା ଲକ୍ଷରେ ଆରମ୍ଭ ହୋଇଥିବା ଅଣଲାଭକାରୀ ସଂସ୍ଥା 'ଆକ୍ସନ ଏଗନେଷ୍ଟ ହଙ୍ଗର' ଅନେର ରାଜ୍ୟ ସରକାରଙ୍କ ସହ ମିଶି ଲୋକଙ୍କ ପାଖରେ ପହଞ୍ଚିବା ସହ ସେମାନଙ୍କୁ ସୁଖିଲା ଖାଦ୍ୟ ଓ ରାସନ ପ୍ରଦାନ କରିଆସୁଛି ।

ଦେଶରେ ମହାମାରୀ ସମୟରେ କିପରି 'ଆକ୍ସନ ଏଗନେଷ୍ଟ ହଙ୍ଗର' ସଂସ୍ଥା କିପରି ଭାବରେ ଦେଶର ବିଭିନ୍ନ ଗାଁରେ କୁପୋଷଣ ଦୂର କରିବାର ଦାୟିତ୍ବ ହାତକୁ ନେଇଛି ଏ ବିଷୟରେ ଇଟିଭି ଭାରତର ନ୍ୟୁଜ ଏଡିଟର ନିଶାନ୍ତ ଶର୍ମାଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସଂସ୍ଥାର କାର୍ଯ୍ୟକାରୀ ନିର୍ଦ୍ଦେଶକ ସ୍ନିଗ୍ଧା ସହଲ ବିସ୍ତୃତ ଆଲୋଚନା କରିଛନ୍ତି । ମହାରାଷ୍ଟ୍ର, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ବସ୍ତି ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଚଳାଇଥିବା ବେଳେ ଆଗଧାଡିର କୋରୋନା ଯୋଦ୍ଧାଙ୍କୁ ପିପିଇ କିଟ୍ ଓ ମାସ୍କ ଯୋଗାଯାଉଥିବା ସେ ସୂଚନା ଦେଇଛନ୍ତି ।

ମହାମାରୀ ସମୟରେ ରୋଗ ବିରୋଧରେ ଲଢେଇ ପାଇଁ କିପରି ପୁଷ୍ଟିକର ଖାଦ୍ୟକୁ ଗୁରୁତ୍ବ ଦିଆଯିବା ଦରକାର ସେ ବିଷୟରେ ଅବଗତ କରାଇଛନ୍ତି ଚାର୍ଟାଡ ଆକାଉଣ୍ଟାଣ୍ଟ ସ୍ନିଗ୍ଧା । ସେ କହିଛନ୍ତି ଯେ ଖାଦ୍ୟ ଗର୍ଭବତୀ ଓ ଶିଶୁଙ୍କ ଖାଦ୍ୟ ସୁରକ୍ଷା ପାଇଁ ତାଙ୍କ ଟିମ ଖାଦ୍ୟ ଯୋଗାଣ ପ୍ରକ୍ରିୟା ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.