ETV Bharat / bharat

ଟିକଟକ ବ୍ୟାନ ପରେ ଆପତ୍ତି ଜାହିର କଲେ ନୁସରତ ଜାହାନ - ନୁସରତ ଜାହାନ

ଚୀନ ଆପ ଟିକଟକ ବ୍ୟାନ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାନ । ଟିକଟକ ବ୍ୟାନର ନିଷ୍ପତ୍ତି ଉପରେ ନୁସରତ ଆପତ୍ତି ଜାହିର କରିବା ସହିତ ଏହାକୁ ନୋଟବନ୍ଦୀ ସହିତ ତୁଳନା କରିଛନ୍ତି । ଅଧିକ ପଢନ୍ତୁ...

ଟିକଟକ ବ୍ୟାନ ଉପରେ ଆପତ୍ତି ଜାହିର କଲେ ନୁସରତ ଜାହାନ

author img

By

Published : Jul 1, 2020, 6:35 PM IST

କୋଲକାତା: 59ଟି ମୋବାଇଲ ଆପ ବ୍ୟାନ କରି ଚୀନକୁ ବଡ ଝଟକା ଦେଇଛନ୍ତି ଭାରତ ସରକାର । ପ୍ରତିବନ୍ଧକ ଲଗାଯାଇଥିବା ଆପ ମଧ୍ୟରେ ଟିକଟକ ମଧ୍ୟ ସାମିଲ ରହିଛି । ସୀମାରେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ପରେ ହିଁ ଟିକଟକ ବନ୍ଦ କରିବାକୁ ନେଇ ଦାବି ଉଠିଥିଲା । ଭାତର ଜନସାଧରଣ ମଧ୍ୟ ଏନେଇ ନିଜର ଖୁସି ବ୍ୟକ୍ତ କରିଥିଲେ । ହେଲେ ଏହିମଧ୍ୟରେ ଟିକଟକ ବ୍ୟାନକୁ ନେଇ ଟିଏମସି ସାଂସଦ ନୁସରତ ଜାହାନ ।

ଟିକଟକ ବ୍ୟାନ ଉପରେ ଆପତ୍ତି ଜାହିର କଲେ ନୁସରତ ଜାହାନ

ଚୀନ ଆପ ଟିକଟକ ବ୍ୟାନ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାନ । ବୁଧବାର ସରକାରଙ୍କ ଟିକଟକ ବ୍ୟାନର ନିଷ୍ପତ୍ତିରେ ନୁସରତ ଆପତ୍ତି ଜାହିର କରିବା ସହିତ ଏହାକୁ ନୋଟବନ୍ଦୀ ସହିତ ତୁଳନା କରିିଛନ୍ତି । ସେ କହିଛନ୍ତି, ନୋଟବନ୍ଦୀ ପରି ଏହି ଟିକଟକକୁ ମଧ୍ୟ କିଛି ନବୁଝି ନସୁଝି ବନ୍ଦ କରିଦିଆଯାଇଛି । ଆପ ବ୍ୟାନ ପୂର୍ବରୁ ଏହା ଉପରେ କୌଣସି ବିଚାର କରାଯାଇନାହିଁ ।

ନୁସରତ କହିଛନ୍ତି, ଟିକଟକ ଏକ ମନୋରଞ୍ଜନ ଆପ । ଏହାକୁ କିଛି ନବୁଝି ନସୁଝି ବନ୍ଦ କରିଦିଆଯାଇଛି । ଏହି ନିଷ୍ପତ୍ତି ଯୋଗୁଁ ଯେଉଁମାନେ ବେରୋଜଗାର ହୋଇଯିବେ ସେମାନଙ୍କର କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ନୁସରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.