ETV Bharat / bharat

ସୋମବାର ହରିୟାଣା ନିର୍ବାଚନ, 1169 ପ୍ରାର୍ଥୀଙ୍କ ଭାଗ୍ୟ ପରିକ୍ଷା

author img

By

Published : Oct 20, 2019, 2:31 PM IST

ରାଜ୍ୟର 90 ଆସନ ପାଇଁ ଆସନ୍ତାକାଲି ସଂଗ୍ରହ ହେବ ମତଦାନ । ନିର୍ବାଚନରେ ସମୁଦାୟ 1 କୋଟି 83 ଲକ୍ଷ ଭୋଟର ଅଂଶଗ୍ରହଣ କରୁଥିବା ବେଳେ 1169 ପ୍ରାର୍ଥୀଙ୍କ ଭାଗ୍ୟ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ପାଇଲ ଫଟୋ

ଚଣ୍ଡିଗଡ଼: ଆସନ୍ତା କାଲି ଅର୍ଥାତ ସୋମବାର ହେବ ହରିୟାଣା ବିଧାନସଭା ନିର୍ବାଚନ । ରାଜ୍ୟର ସମୁଦାୟ 90ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଭାଗ୍ୟ ନିର୍ଦ୍ଧାରଣ କରିବେ 1169 ପ୍ରାର୍ଥୀ ।

ଚଳିତ ନିର୍ବାଚନରେ ମତଦାନ କରିବେ ସମୁଦାୟ 1 କୋଟି 83 ଲକ୍ଷ ଭୋଟର । ପୁରୁଷ ଭୋଟରଙ୍କ ସଂଖ୍ୟା 98ଲକ୍ଷ 78 ହଜାର 42 ଜଣ ହୋଇଥିବା ବେଳେ ମହିଳା ମତଦାତାଙ୍କ ସଂଖ୍ୟା 85 ଲକ୍ଷ 12 ହଜାର 231 ।

ସେହିପରି ଚାକିରୀ କରିଥିବା 1 ଲକ୍ଷ 7 ହଜାର 955ଜଣ ଓ ତୃତୀୟ ଲିଙ୍ଗୀ 252 ଜଣ ଭୋଟର ମତ ପ୍ରକାଶ କରିବେ । ଯେଉଁଥିପାଇଁ ସମୁଦାୟ 19 ହଜାର 425ଟି ମତଦାନ କେନ୍ଦ୍ର ଖୋଲାଯାଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.