ETV Bharat / bharat

ଟ୍ବିଟରରେ ଟ୍ରେଣ୍ଡ କରୁଛି #purirathyatra - ଟ୍ବିଟରରେ ଟ୍ରେଣ୍ଡ କରୁଛି #purirathyatra

ଟ୍ବିଟରରେ ଟ୍ରେଣ୍ଡ କରୁଛି #purirathyatra । ମଙ୍ଗଳବାର ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଅଧିକ ପଢନ୍ତୁ...

#purirathyatra trending on tweeter
ଟ୍ବିଟରରେ ଟ୍ରେଣ୍ଡ କରୁଛି #purirathyatra
author img

By

Published : Jun 22, 2020, 9:23 PM IST

ହାଇଦ୍ରାବାଦ: କୋଟି କୋଟି କାଳିଆ ଭକ୍ତଙ୍କ ଇଚ୍ଛା ହେଲା ପୁରଣ । ମଙ୍ଗଳବାର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ମିଳିଲା ଅନୁମତି । ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନ ଅନୁସାରେ ବଡ ଦାଣ୍ଡରେ ଗଡିବ ରଥ । ତେବେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ରାୟ ପରେ ଟ୍ବିଟରରେ ଟ୍ରେଣ୍ଡ କରୁଛି # purirathyatra । ଟ୍ବିଟରର ତୃତୀୟ ସ୍ଥାନରେ ଟ୍ରେଣ୍ଡ କରୁଛି ପୁରୀ ରଥଯାତ୍ରା ।

ପୂର୍ବରୁ ରଥଯାତ୍ରା ବନ୍ଦ ନେଇ ଶନିବାର ଚତୁର୍ଥ ସ୍ଥାନରେ # saverathyatra ଟ୍ରେଣ୍ଡ କରୁଥିଲା । ସମସ୍ତ ଜଗନ୍ନାଥ ପ୍ରେମୀ ଚଳିତ ବର୍ଷ ରଥଯାତ୍ରା ବନ୍ଦ ନେଇ ବିରୋଧ କରିଥିଲେ । ଶେଷରେ ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁସାରେ ଅନୁମତି ମିଳିଥିଲା । କିନ୍ତୁ ବଡ ଦାଣ୍ଡକୁ କୌଣସି ଶ୍ରଦ୍ଧାଳୁଙ୍କୁ ଅନୁମତି ନାହିଁ ।

@twitter

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.