ETV Bharat / bharat

ଦେଶରେ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ, ମୋଟ ପଜିଟିଭ ସଂଖ୍ୟା 2ଲକ୍ଷ 97 ହଜାର

author img

By

Published : Jun 12, 2020, 7:05 AM IST

Updated : Jun 12, 2020, 10:18 AM IST

ଦେଶରେ କୋରୋନା ପଜିଟିଭ ସଂଖ୍ୟା 286579, ମୃତ୍ୟୁ ସଂଖ୍ୟା 8102

10:17 June 12

ଦେଶରେ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ, ମୋଟ ପଜିଟିଭ ସଂଖ୍ୟା 2ଲକ୍ଷ 97 ହଜାର

ନୂଆଦିଲ୍ଲୀ: ଦେଶରେ ଦେଶରେ 24 ଘଣ୍ଟା ମଧ୍ୟରେ 10ହଜାର 9ଶହ 56 କୋରୋନା ପଜିଟିଭ ଓ 396 ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି । ଫଳରେ ଦେଶର ମୋଟ କୋରୋନା ପଜିଟିଭ ସଂଖ୍ୟା 2ଲକ୍ଷ 97 ହଜାର 5ଶହ 35ରେ ପହଞ୍ଚିଛି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା 8498ରେ ପହଞ୍ଚିଛି । ମୋଟ 1ଲକ୍ଷ 47ହଜାର 1ଶହ 45 ଜଣ ଡିସଚାର୍ଜ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 1ଲକ୍ଷ 41ହଜାର 8ଶହ 42 ରହିଛି । ଏନେଇ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 47980 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 5546, ଦିଲ୍ଲୀରେ 20871, ତାମିଲନାଡୁରେ 17662, ରାଜସ୍ଥାନରେ 2798, ମଧ୍ୟପ୍ରଦେଶରେ 2768, ଉତ୍ତରପ୍ରଦେଶରେ 4451, ଆନ୍ଧ୍ରପ୍ରଦେଶରେ 2301, ତେଲେଙ୍ଗାନା 2162, କର୍ଣ୍ଣାଟକରେ 3196, କେରଳରେ 1258 ଓ ଓଡିଶାରେ 1023  ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 3590 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1385, ମଧ୍ୟପ୍ରଦେଶରେ 431, ଦିଲ୍ଲୀରେ 1085, ଆନ୍ଧ୍ରପ୍ରଦେଶରେ 80, ତାମିଲନାଡୁରେ 349, କର୍ଣ୍ଣାଟକରେ 72  ଓ ତେଲେଙ୍ଗାନାରେ 165 ଜଣଙ୍କ ମୃତ୍ୟୁ ହୋଇଛି ।

06:29 June 12

ନୂଆଦିଲ୍ଲୀ: ଦେଶରେ କୋରୋନା ପଜିଟିଭ ସଂଖ୍ୟା 2ଲକ୍ଷ 86 ହଜାର 5ଶହ 79ରେ ପହଞ୍ଚିଛି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା 8102ରେ ପହଞ୍ଚିଛି । ମୋଟ 1ଲକ୍ଷ 41ହଜାର 29 ଜଣ ଡିସଚାର୍ଜ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 1ଲକ୍ଷ 37ହଜାର 4ଶହ 48 ରହିଛି । ଏନେଇ ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 46086 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 5439, ଦିଲ୍ଲୀରେ 19581, ତାମିଲନାଡୁରେ 17182, ରାଜସ୍ଥାନରେ 2772, ମଧ୍ୟପ୍ରଦେଶରେ 2730, ଉତ୍ତରପ୍ରଦେଶରେ 4418, ଆନ୍ଧ୍ରପ୍ରଦେଶରେ 2292, ତେଲେଙ୍ଗାନା 2138, କର୍ଣ୍ଣାଟକରେ 3110, କେରଳରେ 1238 ଓ ଓଡିଶାରେ 959 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 3438 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1347, ମଧ୍ୟପ୍ରଦେଶରେ 427, ଦିଲ୍ଲୀରେ 984, ଆନ୍ଧ୍ରପ୍ରଦେଶରେ 78, ତାମିଲନାଡୁରେ 326, କର୍ଣ୍ଣାଟକରେ 69  ଓ ତେଲେଙ୍ଗାନାରେ 156 ଜଣଙ୍କ ମୃତ୍ୟୁ ହୋଇଛି ।

Last Updated : Jun 12, 2020, 10:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.