ETV Bharat / bharat

ଅହମ୍ମଦାବାଦରେ ABVP ଓ NSUI କର୍ମକର୍ତ୍ତା ମୁହାଁମୁହିଁ - ଜେଏନୟୁ ହିଂସାର ପ୍ରଭାବ

ଜେଏନୟୁ ହିଂସାର ପ୍ରଭାବ ବର୍ତ୍ତମାନ ଅହମ୍ମଦାବାଦରେ ଦେଖିବାକୁ ମିଳିଛି । ଏବିଭିପିର କାର୍ଯ୍ୟକର୍ତ୍ତା ଏନଏସୟୁଆଇ କାର୍ଯ୍ୟକର୍ତ୍ତାଙ୍କ ଉପରେ କରିଛନ୍ତି ଆକ୍ରମଣ ।

NSUI and ABVP  clash over JNU issue
ABVP ଓ NSUI କର୍ମକର୍ତ୍ତା ମୁହାଁମୁହିଁ
author img

By

Published : Jan 7, 2020, 2:20 PM IST

ଅହମ୍ମଦାବାଦ: ଜେଏନୟୁ ହିଂସାର ପ୍ରଭାବ ବର୍ତ୍ତମାନ ଅହମ୍ମଦାବାଦରେ ଦେଖିବାକୁ ମିଳିଛି । ଏବିଭିପିର କାର୍ଯ୍ୟକର୍ତ୍ତା ଏନଏସୟୁଆଇ କାର୍ଯ୍ୟକର୍ତ୍ତାଙ୍କ ଉପରେ କରିଛନ୍ତି ଆକ୍ରମଣ ।

ABVP ଓ NSUI କର୍ମକର୍ତ୍ତା ମୁହାଁମୁହିଁ

ପ୍ରକାଶଥାଉକି, ନ୍ୟାୟନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍ ଇଣ୍ଡିଆ ବା ଏନଏସୟୁଆଇ ଆଜି(ମଙ୍ଗଳବାର) ଏବିଭିପି କାର୍ଯ୍ୟାଳୟ ଘେରାଉ କରିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ଏହା ପୂର୍ବରୁ ହିଁ ଏବିଭିପି କାର୍ଯ୍ୟକର୍ତ୍ତା ହାତରେ ଲାଠି ଧରି ଆକ୍ରମଣ କରିଥିଲେ । ପୋଲିସ ଉପସ୍ଥିତ ଥିଲେ ମଧ୍ୟ ଏହି ଆକ୍ରମଣକୁ ଅଟକାଇ ଯାଇପାରିଲା ନାହିଁ । ଏହାସହ ଇଟିଭି ଭାରତର ରିପୋର୍ଟରଙ୍କୁ ଅଟକାଇବାକୁ ମଧ୍ୟ ଚେଷ୍ଟା କରାଯାଇଛି ।

ସ୍ଲୋଗାନ୍ ଲଗାଉଥିବା ବେଳେ ଏବିଭିପି କର୍ମକର୍ତ୍ତା ପହଞ୍ଚିଥିଲେ । ଫଳରେ ଏନଏସୟୁଆଇର ଅନେକ କର୍ମକର୍ତ୍ତା ଆହତ ହୋଇଛନ୍ତି । ଦଳର ମୁଖ୍ୟ ନିଖିଲ ସାବନ ଗୁରୁତର ଭାବେ ଆହତ ହୋଇଛନ୍ତି ।

Intro:અમદાવાદ- JNU મામલે અમદાવાદમાં NSUIના કાર્યકરોએ ABVPના કાર્યાલયના ઘેરાવનો કાર્યક્રમ રાખ્યો હતો પરંતુ ઘેરાવ કરવામાં આવે તે પહેલાં જ ABVPના કાર્યકરોએ દૂરથી આવેલા કાર્યકરો પણ લાકડીઓ વરસાવી હતી તો પોલીસ પણ જાણે એક તરફી કાર્યવાહી કરી રહી હોય તેમ NSUIના કાર્યકરો પર જ લાઠીચાર્જ કર્યો હતો..Body:પાલડી ખાતેના ABVPના કાર્યાલયનો ઘેરાવ કરીને વિરોધ પ્રદર્શનનો કાર્યક્રમ NSUI દ્વારા રાખવામાં આવ્યો હતો જેને લઈને ચુસ્ત પોલીસ બંદોબસ્ત પણ ગોઠવવામાં આવ્યો હતો.પરંતુ ABVPના કાર્યકરો અગાઉ જ NSUIના કાર્યકરો પાર લાઠી વરસાવવા તૈયાર હતા ત્યારે લાકડી લઈને જઇ રહેલા કાર્યકરોને કેમેરામાં કેદ કરવામાં આવ્યા ત્યારે મોબાઈલ પણ ઝૂંટવી લેવામાં આવ્યો હતો અને ઘેરવાની કોશિશ કરવામાં આવી હતી...

આ બધા વચ્ચે NSUI કાર્યકરો સુત્રોચાર સાથે પહોંચ્યા ત્યારે ABVPના કાર્યકરો ગુંડાની જેમ લાકડીઓ લઈને બહાર આવ્યા હતા અને ખુલ્લા હાથે NSUIના કાર્યકરો પર લાકડીઓ વરસાવી હતી જેમાં અનેક કાર્યકરો ઘાયલ થયા હતા.પોલીસ પણ એક તરફી કાર્યવાહી કરીને NSUIના કાર્યકરો પર જ લાઠીચાર્જ કર્યો હતો.ABVPના હુમલામાં NSUIના આગેવાન નિખિલ સવાની ગંભીર રીતે ઘાયલ થયા છે જેમને સારવાર માટે હોસ્પિટલ ખસેડવામાં આવ્યા છે..

બાઈટ- નિખિલ સાવણી

બાઈટ- કે.એન.ડામોર- ઝોન-7 ડીસીપી

વૉલ્ક થેઉConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.