ETV Bharat / bharat

ପୁଲଓ୍ବାମା ଆକ୍ରମଣର ଜବାବ ଦେବ ଭାରତ, ସେନା ମୁଖ୍ୟଙ୍କ ସହ କଥା ହେଲେ ଡୋଭାଲ୍ - SECURITY FORCES

ପୁଣି ଗର୍ଜିବ ସେନାର ଗୁଳି । ଟଳିବେ ଆତଙ୍କବାଦୀ । କାରଣ ପୁଲଓ୍ବାମା ଆକ୍ରମଣର ଜବାବ ପାଇଁ ପ୍ରସ୍ତୁତି ଆରମ୍ବ କରିଛି ଭାରତ । ସର୍ଜିକାଲ ଷ୍ଟ୍ରାଇକର ମୁଖ୍ଯ ହିରୋ ଅଜିତ୍ ଡୋଭାଲ୍ ଆଜି ତିନି ସେନାର ମୁଖ୍ୟଙ୍କ ସହ କଥା ହୋଇଥିବା ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ
author img

By

Published : Feb 15, 2019, 2:06 PM IST

Updated : Feb 15, 2019, 3:32 PM IST

ନୂଆଦିଲ୍ଲୀ: ସର୍ଜିକାଲ ଷ୍ଟ୍ରାଇକର ଅସଲ ହିରୋଙ୍କ ଟାର୍ଗେଟରେ ଆତଙ୍କବାଦୀ ମାସୁଦ ଅଜହର । ପୁଣି ଗୁପ୍ତ ରଣନୀତି ପ୍ରସ୍ତୁତ କରୁଥାଇପାରନ୍ତି ଜାତୀୟ ପରାମର୍ଶଦାତାର ମୁଖ୍ୟ ଅଜିତ ଡୋଭାଲ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସିସିଏସ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇ ଥାଇପାରେ ବୋଲି ସୂଚନା ରହିଛି ।

କାରଣ 'ବନ୍ଦେ ଭାରତ ଏକ୍ସପ୍ରେସ' ଉଦଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ପୁଲଓ୍ବାମାରେ ଯେଉଁ ଆତଙ୍କବାଦୀ ଆକ୍ରମଣ ହୋଇଛି ତାହା ଦୃଢ ନିନ୍ଦନୀୟ । ଏପରି ନୃଶଂସ ଆକ୍ରମଣ କରି ବଡ଼ ଭୁଲ କରିଦେଇଛନ୍ତି ଆତଙ୍କବାଦୀ । ଏମିତିକି ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ଖୋଲା ମଞ୍ଚରେ ଆତଙ୍କବାଦୀଙ୍କୁ ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

undefined

ସେପଟେ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇର ସୂଚନା ଅନୁଯାୟୀ ଜାତୀୟ ସୁରକ୍ଷା ପରାମର୍ଶଦାତା ମୁଖ୍ୟ ଅଜିତ ଡୋଭାଲ ସମସ୍ତ ସୁରକ୍ଷା କର୍ମୀଙ୍କ ସହ କଥା ହୋଇଛନ୍ତି । ଯାହାକି ସର୍ଜିକାଲ ଷ୍ଟାଇକ୍ ଭଳି ଏକ ବଡ ପ୍ରତିଶୋଧ ଭାରତୀୟ ସେନା ନେବାକୁ ଯାଉଛି ବୋଲି ଆକଳନ କରାଯାଉଛି ।

undefined

ଉରୀ, ପଠନକୋଟ ଏୟାରବେସ ଭଳି ଆକ୍ରମଣ ଘଟଣା ପରେ ଦେଶର ଯବନମାନେ ପାକିସ୍ତାନକୁ ଯାଇ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ । ଯାହାକି ସମ୍ପୁର୍ଣ୍ଣ ଗୁପ୍ତ ରଣନୀତି ଥିଲା ।

Intro:Body:

ଖୁବଶୀଘ୍ର ପୁଲଓ୍ବାମା ଆକ୍ରମଣର ଜବାବ ଦେବ ଭାରତ ! ସେନା ମୁଖ୍ୟଙ୍କ ସହ କଥା ହେଲେ ଡୋଭାଲ୍

ନୂଆଦିଲ୍ଲୀ: ସର୍ଜିକାଲ ଷ୍ଟ୍ରାଇକର ଅସଲ ହିରୋଙ୍କ ଟାର୍ଗେଟରେ ଆତଙ୍କବାଦୀ ମାସୁଦ ଅଜହର । ପୁଣି ଗୁପ୍ତ ରଣନୀତି ପ୍ରସ୍ତୁତ କରୁଥାଇପାରନ୍ତି ଜାତୀୟ ପରାମର୍ଶଦାତାର ମୁଖ୍ୟ ଅଜିତ ଡୋଭାଲ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସିସିଏସ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇ ଥାଇପାରେ ବୋଲି ସୂଚନା ରହିଛି ।

କାରଣ 'ବନ୍ଦେ ଭାରତ ଏକ୍ସପ୍ରେସ' ଉଦଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ପୁଲଓ୍ବାମାରେ ଯେଉଁ ଆତଙ୍କବାଦୀ ଆକ୍ରମଣ ହୋଇଛି ତାହା ଦୃଢ ନିନ୍ଦନୀୟ । ଏପରି ନୃଶଂସ ଆକ୍ରମଣ କରି ବଡ଼ ଭୁଲ କରିଦେଇଛନ୍ତି ଆତଙ୍କବାଦୀ । ଏମିତିକି ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ଖୋଲା ମଞ୍ଚରେ ଆତଙ୍କବାଦୀଙ୍କୁ ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇର ସୂଚନା ଅନୁଯାୟୀ ଜାତୀୟ ସୁରକ୍ଷା ପରାମର୍ଶଦାତା ମୁଖ୍ୟ ଅଜିତ ଡୋଭାଲ ସମସ୍ତ ସୁରକ୍ଷା କର୍ମୀଙ୍କ ସହ କଥା ହୋଇଛନ୍ତି । ଯାହାକି ସର୍ଜିକାଲ ଷ୍ଟାଇକ୍ ଭଳି ଏକ ବଡ ପ୍ରତିଶୋଧ ଭାରତୀୟ ସେନା ନେବାକୁ ଯାଉଛି ବୋଲି ଆକଳନ କରାଯାଉଛି ।

ଉରୀ, ପଠନକୋଟ ଏୟାରବେସ ଭଳି ଆକ୍ରମଣ ଘଟଣା ପରେ ଦେଶର ଯବନମାନେ ପାକିସ୍ତାନକୁ ଯାଇ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ । ଯାହାକି ସମ୍ପୁର୍ଣ୍ଣ ଗୁପ୍ତ ରଣନୀତି ଥିଲା । 

Conclusion:
Last Updated : Feb 15, 2019, 3:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.