ETV Bharat / bharat

ଲକଡାଉନ ବେଳେ ହ୍ବାଟ୍ସଆପ୍ ଆଣିଛି ନୂଆ ଫିଚର - ହ୍ବାଟ୍ସଆପ୍

ଏଣିକି ୱାଟ୍ସଆପରେ 8ଜଣ ଗ୍ରୁପ ଭିଡିଓ କଲ କରି କଥା ହୋଇପାରିବେ ।

whatsapp
ଲକଡାଉନ ମଧ୍ୟରେ ହ୍ବାଟ୍ସଆପ୍ ଆଣିଛି ନୂଆ ଫିଚର
author img

By

Published : Apr 25, 2020, 2:24 PM IST

ନୂଆଦିଲ୍ଲୀ: ହ୍ବାଟ୍ସଆପ୍ ୟୁଜରଙ୍କ ପାଇଁ ଖୁସି ଖବର । ଏଣିକି ୱାଟ୍ସଆପରେ ଏକାସାଙ୍ଗରେ 8ଜଣ ଗ୍ରୁପ ଭିଡିଓ କଲ କରି କଥା ହୋଇପାରିବେ ।

ବର୍ତ୍ତମାନ ଏହି ଫିଚର ଆଣ୍ଡ୍ରଏଡ୍ ଏବଂ ଆଇଓଏସର ବିଟା ଆପରେ ରୋଲ ଆଉଟ କରାଯାଇଛି । କିନ୍ତୁ ଖୁବ ଶୀଘ୍ର ଏହି ଫିଚର ସାଧାରଣ ହ୍ବାଟ୍ସଆପ୍ ରେ ଲାଗୁ କରାଯିବ ।

ବର୍ତ୍ତମାନ ହାଉସପାର୍ଟି, ଗୁଗୁଲ ଡୁଓ , ମିଟ୍ ଏବଂ ଜୁମ ଭଳି ଆପରେ ଏହା ସମ୍ଭବ ହୋଇପାରିଛି । ଏବେ ହ୍ୱାଟ୍ସଆପରେ ମାତ୍ର 4 ଜଣ ହିଁ ଗ୍ରୁପ ଭିଡିଓ କଲରେ କଥା ହେବାର ସୁବିଧା ରହିଛି । ମାତ୍ର ବହୁତ ଶୀଘ୍ର ହ୍ବାଟ୍ସଆପରେ ମଧ୍ୟ 8 ଜଣ ଏକା ସାଙ୍ଗରେ ଭିଡିଓ କଲ କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.