ETV Bharat / bharat

ଭାରତ ବଜାରରେ ପ୍ରବେଶ କରୁଛି ନୋକିଆର 4ଟି ନୂଆ ମଡେଲ - ଭାରତ ବଜାର

ଦେଶରେ ନୋକିଆ ପ୍ରବେଶ କରିଛି 4ଟି ନୂଆ ନୋକିଆ ମଡେଲ ଫୋନ । ନୋକିଆ ମୋବାଇଲ୍ ଇଣ୍ଡିଆର ଏକ ଟୁଇଟ୍ ଦେଇଛି ଏହି ସୂଚନା । ଅଧିକ ପଢନ୍ତୁ..

ଭାରତ ବଜାରରେ ପ୍ରବେଶ କରୁଛି ନୋକିଆର 4ଟି ନୂଆ ମଡେଲ

author img

By

Published : Aug 25, 2020, 5:01 PM IST

ନୂଆଦିଲ୍ଲୀ: ଭାରତରେ ନୋକିଆ ପ୍ରବେଶ କରିଛି 4ଟି ନୂଆ ନୋକିଆ ମଡେଲ ଫୋନ । ନୋକିଆ ମୋବାଇଲ୍ ଇଣ୍ଡିଆର ଏକ ଟୁଇଟ୍ ଦେଇଛି ଏହି ସୂଚନା । କମ୍ପାନୀର ମୁଖ୍ୟ ଉତ୍ପାଦ ଅଧିକାରୀ, ଏଚଏମଡି ଗ୍ଲୋବାଲ ଏକ ବିବୃତ୍ତିରେ କହିଛନ୍ତି, ଆମର ଉଦ୍ଦେଶ୍ୟ ହେଉଛି ଉପଲବ୍ଧ ମୂଲ୍ୟରେ ଅଧିକ ପ୍ରଶଂସକଙ୍କୁ ସ୍ମାର୍ଟଫୋନର ଅନୁଭୂତି ଯୋଗାଇଦେବା ।

ଭାରତ ବଜାରରେ ପ୍ରବେଶ କରୁଛି ନୋକିଆର 4ଟି ନୂଆ ମଡେଲ
ଭାରତ ବଜାରରେ ପ୍ରବେଶ କରୁଛି ନୋକିଆର 4ଟି ନୂଆ ମଡେଲ

ସେହିପରି ସେପ୍ଟେମ୍ବର 17 ରୁ ନୋକିଆ C3 ସ୍ମାର୍ଟଫୋନ୍ ଉପଲବ୍ଧ ହେବ କରିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଉତ୍ପାଦ ଅଧିକାରୀ । ଅନ୍ୟପଟେ ସେପ୍ଟେମ୍ବର 1 ରୁ ନୋକିଆ 5.3 ସ୍ମାର୍ଟଫୋନ୍ ଉପଲବ୍ଧ ହେବ । ନୋକିଆ 5.3 କିଣୁଥିବା ଜିଓ ଗ୍ରାହକମାନେ 349 ଟଙ୍କା ପ୍ୟାକରେ 4000 ଟଙ୍କା ମୂଲ୍ୟର ସୁବିଧା ପାଇପାରିବେ ।

ଯେଉଁଥିରେ ଜିଓରୁ 2,000 ତତକ୍ଷଣାତ୍ କ୍ୟାସବ୍ୟାକ୍ ଏବଂ ଭାଗିଦାରୀଙ୍କ ଠାରୁ 2000 ଟଙ୍କା ମୂଲ୍ୟର ଭାଉଚର ଅନ୍ତର୍ଭୁକ୍ତ ହେବ ବୋଲି କହିଛି କମ୍ପାନୀ। ନୋକିଆ 5.3 ସ୍ମାର୍ଟଫୋନର ଫିଚର ଦେଖିୀଲେ ଜାଣି ହେବ ଏହାର ସମସ୍ତ ବୈଶିଷ୍ଟତା । ସେହିପରି ଅଗଷ୍ଟ 25 ରୁ ନୋକିଆ 125 ଏବଂ ନୋକିଆ 150 ଫିଚର ଫୋନ୍ ଉପଲବ୍ଧ ହେବ। ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.