ETV Bharat / bharat

ମହିଳା ଦିବସ:ଗୋଟିଏ ଦିନ ପାଇଁ ଏସପି ହେଲେ ସୁଟର ଆଂଶିକା

ଦିନକ ପାଇଁ ନୋଏଡାର ଏସପି ହେଲେ ସୁଟର ଆଂଶିକା ସତେନ୍ଦ୍ର । ବିଶ୍ବ ମହିଳା ଦିବସ ଉପଲକ୍ଷେ ଆଂଶିକାଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ଅଧିକ ପଢନ୍ତୁ...

author img

By

Published : Mar 8, 2020, 3:16 PM IST

noida police
ଗୋଟିଏ ଦିନ ପାଇଁ ଏସପି ହେଲେ ସୁଟର ଆଂଶିକା

ନୂଆଦିଲ୍ଲୀ: ଦିନକ ପାଇଁ ଏସପି ହେଲେ ଅନ୍ତରାଷ୍ଟ୍ରୀୟ ସୁଟର ଆଂଶିକା ସତେନ୍ଦ୍ର । ବିଶ୍ବ ମହିଳା ଦିବସ ଅବସରରେ ନୋଏଡା ପୋଲିସ ତାଙ୍କୁ ଗୋଟିଏ ପାଇଁ ଏହି ଦାୟିତ୍ବ ଦେଇଛନ୍ତି । ଆଜି ସାରା ବିଶ୍ବ ମହିଳାଙ୍କୁ ସମ୍ମାନ ଜଣାଇବାକୁ ଯାଇ ମହିଳା ଦିବସ ପାଳନ କରାଯାଉଥିବାବେଳେ ନୋଏଡା ପୋଲିସ ଆଂଶିକାଙ୍କୁ ଏସପି ବନାଇଛନ୍ତି । ତେବେ ଗୋଟିଏ ଦିନ ପାଇଁ ଏସପି ହୋଇ ଆଂଶିକା ବେଶ ଖୁସିଥିବା କହିଛନ୍ତି ।

ଗୋଟିଏ ଦିନ ପାଇଁ ଏସପି ହେଲେ ସୁଟର ଆଂଶିକା

ଗୋଟିଏ ଦିନ ପାଇଁ ଏସପି ହୋଇଥିବା ଆଂଶିକା ମଲ ନିରୀକ୍ଷଣ କରିବା ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ଏହି ସମୟରେ ସେ ଅନ୍ୟ ମହିଳାମାନଙ୍କ ସାହାଯ୍ୟ ଓ ସହାୟତା କରିବାରେ ବୋଲି ସେ କହିଛନ୍ତି । ଭବିଷ୍ୟତରେ ସେ ଜଣେ ଆଇପିଏସ ହେବାକୁ ଲକ୍ଷ୍ୟ ରଖିଛନ୍ତି । ସୁଟର ଆଂଶିକା ଜଣେ ଗୋଲ୍ଡ ମେଡାଲିଷ୍ଟ । ଆଇପିଏସ ହେବା ପରେ ସେ ମହିଳାଙ୍କ ସୁରକ୍ଷା ଦିଗରେ କଡା ପଦକ୍ଷେପ ଆପଣାଇବେ । ସୂଚନାଯୋଗ୍ୟ, ନୋଏଡା ଏସପି ପୋଷ୍ଟରେ ଥିବା ଅରୁଣ ସିଂ ନିଜ ଦାୟିତ୍ବ ଗୋଟିଏ ଦିନ ପାଇଁ ଆଂଶିକାଙ୍କୁ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.