ETV Bharat / bharat

CSAT ପରୀକ୍ଷା ବନ୍ଦ କରିବାକୁ ନାହିଁ କେନ୍ଦ୍ରର ଯୋଜନା

author img

By

Published : Sep 17, 2020, 8:59 PM IST

ସିଭିଲ ସର୍ଭିସ ପରୀକ୍ଷାରୁ ସିଭିଲ ସର୍ଭିସ ଆପ୍ଟିଚ୍ୟୁଡ ଟେଷ୍ଟ (ସିଏସଏଟି) ବନ୍ଦ କରିବା ନେଇ କୌଣସି ଯୋଜନା ନାହିଁ ବୋଲି ଗୁରୁବାର ସରକାର କହିଛନ୍ତି ।

ସିଭିଲ ସର୍ଭିସ ଆପ୍ଟିଚ୍ୟୁଡ ଟେଷ୍ଟ ବନ୍ଦ କରିବା ନେଇ କୌଣସି ଯୋଜନା ନାହିଁ

ନୂଆଦିଲ୍ଲୀ: ସିଭିଲ ସର୍ଭିସ ପରୀକ୍ଷାରୁ ସିଭିଲ ସର୍ଭିସ ଆପ୍ଟିଚ୍ୟୁଡ ଟେଷ୍ଟ (ସିଏସଏଟି) ବନ୍ଦ କରିବା ନେଇ କୌଣସି ଯୋଜନା ନାହିଁ ବୋଲି ଗୁରୁବାର ସରକାର କହିଛନ୍ତି।

ତେବେ ସିଭିଲ ସର୍ଭିସ ପରୀକ୍ଷା ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଦ୍ୱାରା ବର୍ଷକୁ ତିନୋଟି ପର୍ଯ୍ୟାୟରେ ହୋଇଥାଏ । ପ୍ରଥମ ପ୍ରିଲିମିନାରୀ, ଦ୍ବିତୀୟ ମେନ୍ ଏବଂ ତୃତୀୟ ପର୍ଯ୍ୟାୟରେ ଇଣ୍ଟରଭ୍ୟୁ ହୋଇଥଏ । ଏହି ପର୍ଯ୍ୟାୟ କ୍ରମେ ଆଇଏଏସ, ଆଇପିଏସ ଏବଂ ଆଇଏଫଏସ ଚୟନ କରାଯାଏ । ତେବେ ସିଏସଏଟି ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷାର ଏକ ଅଂଶ ଅଟେ ।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, କୋରୋନା ମହାମାରୀ କାରଣରୁ ଚଳିତ ବର୍ଷ ପାଇଁ ପରୀକ୍ଷା ବିଜ୍ଞପ୍ତି ପ୍ରକାଶ କରିବାର କାର୍ଯ୍ୟସୂଚୀ ଏପ୍ରିଲ ମାସ ଠାରୁ ଜାରି କରାଯାଇ ପାରିନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.