ETV Bharat / bharat

ଭାରତରେ 2020ରେ 'ନୋ ମନି ଫର ଟେରର୍' ସମ୍ମିଳନୀ

2020ରେ ଭାରତରେ ଆୟୋଜନ ହେବ ଆତଙ୍କବାଦ ପାଇଁ ଆର୍ଥିକ ପ୍ରତ୍ସାହନ ବିରୋଧ ସମ୍ମିଳନୀ ।

ଫଟୋ ସୌଜନ୍ୟ : ଏଏନଆଇ
author img

By

Published : Nov 8, 2019, 4:50 AM IST

ହାଇଦ୍ରାବାଦ : ଭାରତରେ 2020 ରେ ଆତଙ୍କବାଦ ପାଇଁ ଅର୍ଥ ବନ୍ଦ ସମ୍ମିଳନୀ ଆୟୋଜନ ହେବ । ଗୁରୁବାର ଭାରତର ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି କ୍ରୀଷ୍ଣା ରେଡ୍ଡୀ ଏହି ସୂଚନା ଦେଇଛନ୍ତି । ଏହି ସମ୍ମିଳନୀ ମେଲବର୍ଣ୍ଣରେ ନଭେମ୍ବର 6 ରେ ଆରମ୍ଭ ହୋଇଥିବାବେଳେ ଏଥିରେ ଭାରତର ପାଞ୍ଚଜଣିଆ ସଦସ୍ୟ ବିଶିଷ୍ଟ ପ୍ରତିନିଧି ଦଳ ଯୋଗଦେଇଛନ୍ତି ।

ସମ୍ମିଳନୀର ପ୍ରାରମ୍ଭରେ ଆତଙ୍କବାଦୀ ମାନଙ୍କୁ କିଛି ଦେଶ ଖୋଲାଖୋଲି ଭାବରେ ଆର୍ଥିକ ସହଯୋଗ କରୁଛନ୍ତି ଓ ସେମାନେ ନିଜ ମାଟିରେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି । ପାକସ୍ତାନରେ ଆତଙ୍କବାଦୀକୁ ସହଯୋଗ କରାଯାଉଛି । ଯେଉଁ ଦେଶ ମାନେ ଆତଙ୍କବାଦକୁ ସମର୍ଥନ ଓ ଆର୍ଥିକ ସାହାଯ୍ୟ କରୁଛନ୍ତି ତାଙ୍କ ବିରୋଧରେ ସାରା ବିଶ୍ବ ଏକ ହେବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି । ଭାରତ ସୀମା ପାର ଆଦଙ୍କବାଦ ଦ୍ବାରା ବହୁ ବର୍ଷରୁ ପ୍ରଭାବିତ ହୋଇଆସିଛି । ଭାରତ ଆତଙ୍କବାଦ ବିରୋଧରେ ତାର ସଂଗ୍ରାମ ଜାରି ରଖିଛି ବୋଲି ସେ କହିଛନ୍ତି ।

2011 ମସିହାରେ ଆମେରିକା ଓସାମା ବିନ ଲାଦେନକୁ ମାରିବା ପରେ ଆଲ କାଏଦା ବିଶ୍ବର ଅନ୍ୟ ଅଞ୍ଚଳରୁ ଲୋପ ପାଇବାରେ ଲାଗିଲାଣି । ବର୍ତ୍ତମାନ ସିରିଆରେ ଅବୁ ବକର ଅଲ ବାଗଦାଦୀ କୁ ଧ୍ବଂସ କରିବା ଦ୍ବାରା ଆତଙ୍କବାଦର କୌଣସି ସ୍ଥାନ ନାହିଁ ବୋଲି ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.