ETV Bharat / bharat

ଏଣିକି ବୈଠକର୍ ପରସା ଯିବନି ବିସ୍କୁଟ୍ କୁକିଜ୍

author img

By

Published : Jun 29, 2019, 1:21 PM IST

ମନ୍ତ୍ରିମଣ୍ଡଳର ଯେକୌଣସି ବୈଠକରେ ସ୍ନାକ୍ସ ଦିଆ ଯାଇଥାଏ । ଯେଉଁଥିରେ ବିସ୍କୁଟ କୁକିଜ୍ ଏବଂ ପାଷ୍ଟଫୁଡ ଭଳି ଅସ୍ବାସ୍ଥ୍ୟକର ଖାଦ୍ୟ ରହିଥାଏ । ତେଣୁ ଏହାକୁ ନଜରରେ ରଖି ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ବୈଠକରେ ଖଜୁରୀ, ଭଜା ଚଣା, ବାଦାମ ଏବଂ ଅଖରୋଟ ଭଲି ସ୍ବାସ୍ଥ୍ୟକର ଖାଦ୍ୟ ପରଷିବା ପାଇଁ ନିଷ୍ପତ୍ତି ନେଇଛନ୍ତି  ।

ଫାଇଲ ଫଟୋ

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟଙ୍କ ନୂଆ ନିୟମ । ଏଣିକି ସମସ୍ତ ବୈଠକରେ ଫାଷ୍ଟଫୁଡ୍ ବଦଳରେ ପରସାଯିବ ସ୍ବାସ୍ଥ୍ୟକର ସ୍ନାକ୍ସ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ।

ସୂଚନା ଅନୁଯାୟୀ, ମନ୍ତ୍ରିମଣ୍ଡଳର ଯେକୌଣସି ବୈଠକରେ ସ୍ନାକ୍ସ ପରସା ଯାଇଥାଏ । ଯେଉଁଥିରେ ବିସ୍କୁଟ କୁକିଜ୍ ଏବଂ ପାଷ୍ଟଫୁଡ ଭଳି ଅସ୍ବାସ୍ଥ୍ୟକର ଖାଦ୍ୟ ରହିଥାଏ । ତେଣୁ ଏହାକୁ ନଜରରେ ରଖି ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ବୈଠକରେ ଖଜୁରୀ, ଭଜା ଚଣା, ବାଦାମ ଏବଂ ଅଖରୋଟ ଭଲି ସ୍ବାସ୍ଥ୍ୟକର ଖାଦ୍ୟ ପରସିବା ପାଇଁ ନିଷ୍ପତି ନେଇଛନ୍ତି ।

ତେବେ ଏନେଇ ସ୍ବାସ୍ଥ୍ୟମନ୍ତ୍ରାଳୟ ଗତ 19 ଜୁନ୍ ରେ ଏକ ସର୍କୁଲେସନ ଜାରୀ କରିଥିଲେ, ଯେଉଁଥିରେ ବିସ୍କୁଟ, କୁକିଜ୍ ଭଳି ଅସ୍ବାସ୍ଥ୍ୟକର ଖାଦ୍ୟକୁ ପରସାଯିବା ଉପରେ ରୋକ୍ ଲଗାଯାଇଥିଲା ।

ତେବେ ସ୍ବାସ୍ଥ୍ୟମନ୍ତ୍ରାଳୟର ଏକ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ କହିଥିଲେ, ଆମେ ଏହି ପଦକ୍ଷେପ ପାଇଁ ଖୁସି ଅଛୁ । ମନ୍ତ୍ରୀ ଜଣେ ଡାକ୍ତର ସେଥିପାଇଁ ସେ ଜାଣନ୍ତି ଫାଷ୍ଟଫୁଡ୍ ଭଳି ଅସ୍ବାସ୍ଥ୍ୟକର ଖାଦ୍ୟର କୁପରିଣାମ ଅଟେ । ସେଥିପାଇଁ ସେ ଏଭଲି ନିଷ୍ପତି ନେଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.