ETV Bharat / bharat

ନିର୍ଭୟା ମାମଲା: ଦୋଷୀ ବିନୟର ଯାଚିକା ଖାରଜ - ନିର୍ଭୟା ଘଟଣା

ନିର୍ଭୟା ମାମଲାର ଦୋଷୀ ବିନୟ ଶର୍ମାର ଯାଚିକାକୁ ଦିଲ୍ଲୀର ପଟିଆଲା ହାଉସକୋର୍ଟ ଖାରଜ କରିଦେଇଛନ୍ତି । ଉଚ୍ଚସ୍ତରୀୟ ଚିକିତ୍ସା ଯୋଗାଇଦେବାକୁ ଅପିଲ କରିଥିଲେ ବିନୟର ଆଇନଜୀବୀ । ଅଧିକ ପଢନ୍ତୁ...

ନିର୍ଭୟା ଘଟଣା: ଦୋଷୀ ବିନୟର ଯାଚିକା ଖାରଜ
ନିର୍ଭୟା ଘଟଣା: ଦୋଷୀ ବିନୟର ଯାଚିକା ଖାରଜ
author img

By

Published : Feb 22, 2020, 5:56 PM IST

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀ ବିନୟ ଶର୍ମାର ଯାଚିକାକୁ ଦିଲ୍ଲୀର ପଟିଆଲା ହାଉସକୋର୍ଟ ଖାରଜ କରିଦେଇଛନ୍ତି । ତିହାର ଜେଲ ରିପୋର୍ଟ ଅନୁସାରେ ଦୋଷୀ ବିନୟ ଶର୍ମାର ମାନସିକ ସ୍ଥିତି ଠିକ ରହିଛି ବୋଲି କୋର୍ଟ କହିଛନ୍ତି । ତେବେ ମାନସିକ ସ୍ଥିତିକୁ ନେଇ ଚିକିତ୍ସାର ଆବଶ୍ୟକତା ନଥିବା କୋର୍ଟ ଦର୍ଶାଇଛନ୍ତି ।

ଦୋଷୀ ବିନୟର ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଠିକ ଥିବା ଶୁଣାଣି ସମୟରେ ତିହାର ଜେଲ ପ୍ରଶାସନ ପକ୍ଷରୁ କୁହାଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସଠିକ ଚିକିତ୍ସା ହୋଇଛି । ବିନୟ ମାନସିକ ରୋଗୀ ନୁହେଁ । ଜେଲର ଡାକ୍ତର ଏହା ସ୍ପଷ୍ଟ କରିଛନ୍ତି ।

ଫାଶୀରୁ ବଞ୍ଚିବା ପାଇଁ ନିର୍ଭୟା ଦୋଷୀ ବାରମ୍ବାର ମିଛ ପ୍ରୟାସ କରିଚାଲିଛନ୍ତି । ହେଲେ ସେମାନଙ୍କ ଆଗରେ ସମସ୍ତ ରାସ୍ତା ବନ୍ଦ ହୋଇସାରିଛି । ତେବେ ନୂଆ ଡେଥ୍‌ ଓ୍ବାରେଣ୍ଟ ଅନୁସାରେ 4 ଦୋଷୀଙ୍କୁ ମାର୍ଚ୍ଚ 3ରେ ଫାଶୀ ଖୁଣ୍ଟରେ ଝୁଲାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.