ETV Bharat / bharat

ନିର୍ଭୟା କାଣ୍ଡ; ଦୋଷୀଙ୍କୁ ଫାଶୀ ଦେବାକୁ ଜୋରଦାର ପ୍ରସ୍ତୁତି - ଫାଶୀରେ ଝୁଲିବେ ନିର୍ଭୟା ଦୋଷୀ

ନିର୍ଭୟା କାଣ୍ଡର ଦୀର୍ଘ ସାତ ବର୍ଷ ପରେ ଫାଶୀରେ ଝୁଲିବେ ଦୋଷୀ । ଏଥିପାଇଁ ଜେଲ ପରିସରରେ ପ୍ରସ୍ତୁତି ଚାଲିଛି । ଅଧିକ ଖବର ପଢନ୍ତୁ...

ନିର୍ଭୟା କାଣ୍ଡ; ଦୋଷୀଙ୍କୁ ଫାଶୀ ଦେବାକୁ ଜୋରଦାର ପ୍ରସ୍ତୁତି
ନିର୍ଭୟା କାଣ୍ଡ; ଦୋଷୀଙ୍କୁ ଫାଶୀ ଦେବାକୁ ଜୋରଦାର ପ୍ରସ୍ତୁତି
author img

By

Published : Dec 10, 2019, 10:51 AM IST

ନୂଆଦିଲ୍ଲୀ: ନିର୍ଭୟା କାଣ୍ଡର ଦୀର୍ଘ ସାତ ବର୍ଷ ପରେ ଫାଶୀରେ ଝୁଲିବେ ଦୋଷୀ । ଏଥିପାଇଁ ପ୍ରସ୍ତୁତି ଚାଲିଛି । ପ୍ରଥମେ 100 କିଲୋ ଓଜନ ବିଶିଷ୍ଟ ଡମିର ପରୀକ୍ଷଣ କରାଯିବା ସହ ବକ୍ସରରୁ 10ଟି ରଶି ମଧ୍ୟ ଅଣାଯିବାକୁ କୁହାଯାଇଛି । ଏଥିପାଇଁ ଦୋଷୀ ପୱନକୁ ମଣ୍ଡୋଲି ଜେଲରୁ ତିହାର ଜେଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଯଦିଓ ସେମାନଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବା ନେଇ ସ୍ପଷ୍ଟ ହୋଇନାହିଁ କିନ୍ତୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସେଥିପାଇଁ ଜେଲ କର୍ତ୍ତୃପକ୍ଷ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଛନ୍ତି ।100 କେଜିର ଡମିକୁ ଏକ ଘଣ୍ଟା ଯାଏଁ ଝୁଲାଇ ରଖିବାର ପରୀକ୍ଷଣ ମଧ୍ୟ କରାଯାଉଛି । ଯେପରି ଫାଶୀ ଦେବା ସମୟରେ କୌଣସି ଅସୁବିଧା ନ ଉପୁଜେ ।

ନିର୍ଭୟା କାଣ୍ଡର ଦୋଷୀ ପୱନ, ମଣ୍ଡୋଲି ଜେଲରୁ ତିହାର ଜେଲକୁ ସ୍ଥାନାନ୍ତର ହୋଇଛି । ସୂଚନା ମୁତାବକ, ସାଧାରଣତଃ ତିହାର ଜେଲର 3 ନମ୍ବର କୋଠରୀ ଫାଶୀ ଦେବାର ବ୍ୟବସ୍ଥା ରହିଛି । ଏବେ ଦୋଷୀ ପୱନ, ଅକ୍ଷୟ ଓ ମୁକେଶଙ୍କୁ ତିହାର ଜେଲର 2 ନମ୍ବର କୋଠରୀରେ ରଖାଯାଇଛି । ସେପଟେ ଦୋଷୀ ବିନୟକୁ 4 ନମ୍ବର ସେଲରେ ରଖାଯାଇଛି ।

ଫାଶୀ ଦେବା ସମୟରେ ସମସ୍ତ ଦୋଷୀଙ୍କୁ 3 ନମ୍ବର ସେଲକୁ ସ୍ଥାନାନ୍ତର କରାଯିବ ବୋଲି ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେପଟେ ନିର୍ଭୟା ଦୋଷୀଙ୍କୁ ଫାଶୀ ହେବା ନେଇ ଚର୍ଚ୍ଚା ଜୋରଦାରରେ ଚାଲିଛି । ଯାହା ଫଳରେ ଦୋଷୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।

Intro:नई दिल्ली
निर्भया मामले के चारों दोषियों को फांसी देने के लिए तिहाड़ में तैयारियां शुरू हो चुकी हैं. तिहाड़ जेल के अंदर 100 किलो की डमी को फांसी देकर तख्ते की जांच की गई है. इसके अलावा बक्सर से 10 रस्सी मंगवाई गई हैं. सूत्रों का कहना है कि मंडोली जेल में बंद पवन को तिहाड़ जेल में शिफ्ट कर दिया गया है. इसकी वजह है मंडोली जेल में फांसी की व्यवस्था नहीं होना.

Body:जानकारी के अनुसार तिहाड़ जेल में बंद निर्भया के सभी चारों दोषियों को फांसी लटकाने के लिए जेल प्रशासन तैयारी में जुट गया है. अभी तक उनके पास डेथ वारंट नहीं आया है, लेकिन इससे पहले वह सभी तैयारियां पूरी कर लेना चाहते हैं. इसी को ध्यान में रखते हुए उन्होंने 100 किलो रेत से भरे हुए एक डमी को फांसी के तख्ते पर लटका कर ट्रायल किया है. इस डमी को लगभग 1 घंटे तक लटका कर रखा गया ताकि यह देखा जा सके की फांसी के दौरान किसी प्रकार की समस्या तो नहीं आ सकती.

पवन को मंडोली जेल में किया गया शिफ्ट
अभी तक निर्भया मामले के दोषी पवन को मंडोली जेल में बंद रखा गया था. उसे मंडोली के जेल नंबर 14 से तिहाड़ के जेल नंबर 2 में शिफ्ट कर दिया गया है. इसी जेल में अक्षय और मुकेश भी बंद है. वहीं विनय जेल नंबर चार में बंद है. जेल प्रशासन के अनुसार फांसी की कोठरी जेल संख्या 3 में है. इन्हें जब फांसी दी जाएगी तो उन्हें जेल संख्या दो और चार से निकालकर जेल संख्या तीन में शिफ्ट किया जाएगा..

बक्सर से मंगाई गई है 10 रस्सियां
तिहाड़ प्रशासन के अनुसार अभी उनके पास फांसी के लिए पांच रस्सियां हैं, लेकिन एहतियात के तौर पर बक्सर से 10 रस्सियां मंगाई जा रही हैं. उनका कहना है कि ट्रायल के लिए भी कुछ रस्सियों की आवश्यकता होती है. इसलिए पहले से ही अतिरिक्त रस्सियां मंगा कर रखी जा रही हैं, ताकि फांसी में किसी प्रकार की देरी ना हो. इसके अलावा फिलहाल जेल प्रशासन ने जल्लाद की आवश्यकता से इनकार किया है. उनका कहना है की जेल प्रशासन फांसी के लिए अपने कर्मचारियों का ही इस्तेमाल कर सकता है.

Conclusion:जेल में फांसी है चर्चा का विषय
सूत्रों का कहना है कि तिहाड़ जेल में निर्भया के दोषियों की फांसी एक चर्चा का विषय बना हुआ है. यहां पर कैदियों के बीच चर्चा की वजह से इन दोषियों में डर देखा जा रहा है. वहीं पवन को जब मंडोली जेल से तिहाड़ जेल में शिफ्ट किया गया तो उसे लगा कि अगले दिन ही उसे फांसी दी जाने वाली है. अभी फिलहाल फांसी की तारीख तय नहीं हुई है.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.