ETV Bharat / bharat

କେରଳରେ ହାଇ ଆଲର୍ଟ, ପୁଣି ଫେରିଲା ନିପା ଭାଇରସ

author img

By

Published : Jun 4, 2019, 11:17 AM IST

ଭୟଭୀତ କେରଳବାସୀ । ପୁଣି ଯିବ ଜୀବନ । ଭାରତ ମୁହାଁ ହେଲେଣି ନିପା ଭାଇରସ । କେରଳର ଜଣେ ଯୁବକ ଆକ୍ରାନ୍ତ ।

ଡିଜାଇନ ଫଟୋ

ଥିରୁଅନନ୍ତପୁରମ: ପୁଣି ମାରାତ୍ମକ ନିପା ଭାଇରସ ଭାରତକୁ ଫେରିଲା । ଭୟରେ କେରଳବାସୀ । କାହିଁକି ନା ଗତବର୍ଷ 17 ଜଣ ଲୋକ ନିପାରେ ପ୍ରାଣ ହରାଇଥିଲେ । ତେଣୁ ପୁଣି ଥରେ ନିପା ଆସିବା ନେଇ ଭୟଭୀତ ହୋଇଯାଇଛନ୍ତି ସମସ୍ତେ ।

ଚଳିତ ବର୍ଷ କେରଳ କୋଚିରେ ନିପାରେ ଆକ୍ରାନ୍ତ ହୋଇଛନ୍ତି ଜଣେ ଯୁବକ । ପରୀକ୍ଷା ପରେ ତାଙ୍କୁ ନିପା ହୋଇଥିବା ଜଣାପଡିଛି ଘୋଷଣା କରିଛନ୍ତି କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେ କେ ଶୈଳଜା । ନିପା ସଂକ୍ରମଣ ନେଇ କୋଚିରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜରୁରୀକାଳୀନ ବୈଠକ ହୋଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ବୈଠକ ପରେ ଜଣେ ନିପାରେ ପୀଡିତ ଥିବା ବେଳେ ପ୍ରାୟ 85 ଜଣଙ୍କୁ ଡାକ୍ତରଖାନାରେ ରଖି ପରୀକ୍ଷା କରାଯାଉଛି ।

ଭିରୋଲୋଜି ଇନଷ୍ଟିଚ୍ୟୁଟରୁ ରକ୍ତ ନମୁନା ପରୀକ୍ଷା ପରେ ଆସବି ରିପୋର୍ଟ । ରିପୋର୍ଟ ଅନୁସାରେ, ଏମାନଙ୍କୁ ନିପା ଆକ୍ରମଣ ହୋଇଚି କି ନାହିଁ ଜଣାପଡିବ । ଯଦି ଏହି ରୋଗୀଙ୍କ ସଂସ୍ପର୍ଶରେ ଆସିବ ତାଙ୍କୁ ମଧ୍ୟ ଏହି ରୋଗ ସଂକ୍ରମଣ ହେବାର ସମ୍ଭାବନା ରହିଛି । ତେବେ ନିପା ସଂକ୍ରମିତଙ୍କ ଚିକିତ୍ସା ଦୁଇ ନର୍ସଙ୍କୁ ମଧ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ରଖାଯାଇଥିବା ଜଣାପଡିଛି ।

Intro:Body:

dh

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.