ETV Bharat / bharat

ମଣିପୁରରୁ 9 ରୋହିଙ୍ଗ୍ୟା ଗିରଫ - ମଣିପୁର

ମଣିପୁରର ମାରେ ଟାଉନରୁ ପୋଲିସ 9 ଜଣ ରୋହିଙ୍ଗ୍ୟାଙ୍କୁ ଗିରଫ କରିଛି। ରୋହିଙ୍ଗ୍ୟାଙ୍କଠୁ ନକଲି ଆଧାର କାର୍ଡ ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି। ତାହିର ଅଲ୍ଲୀ ନାମକ ଜଣେ ମାଷ୍ଟରମାଇଣ୍ଡ ରାଜ୍ୟର ରାଜଧାନୀ ସୀମା ନିକଟ ଅଞ୍ଚଳରେ ରୋହିଙ୍ଗ୍ୟାଙ୍କ ପାଇଁ ନକଲି ଆଧାର କାର୍ଡ ବ୍ୟବସ୍ଥା କରିଥିବା ନେଇ ଗିରଫ ହୋଇଥିବା ଅଭିଯୁକ୍ତ ସ୍ବୀକାର କରିଛନ୍ତି ।

ଫାଇଲ ଫଟୋ
author img

By

Published : Jun 1, 2019, 9:23 PM IST

ଇମ୍ଫାଲ: ଇଣ୍ଡୋ-ମିଆଁମାର ସୀମା ନିକଟସ୍ଥ ମଣିପୁରର ମାରେ ଟାଉନରୁ ପୋଲିସ 9 ଜଣ ରୋହିଙ୍ଗ୍ୟାଙ୍କୁ ଗିରଫ କରଯାଇଛି। ସେମାନଙ୍କ ଠାରୁ ନକଲି ଆଧାର କାର୍ଡ ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି ।

ଗୁପ୍ତ ସୂଚନା ମିଳିବା ପରେ ପୋଲିସ ଦୁଇ ମହିଳାଙ୍କ ସମେତ 4 ଜଣ ରୋହିଙ୍ଗ୍ୟାଙ୍କୁ ତନଗନୌପାଲ ଚେକ୍ ପୋଷ୍ଟରୁ ଗିରଫ କରିଛି ବୋଲି ସେଠାକାର ଏସପି ବିକ୍ରମଜିତ କହିଛନ୍ତି। ତାହିର ଅଲ୍ଲୀ ନାମକ ଜଣେ ମାଷ୍ଟରମାଇଣ୍ଡ ରାଜ୍ୟର ରାଜଧାନୀ ସୀମା ନିକଟ ଅଞ୍ଚଳରେ ରୋହିଙ୍ଗ୍ୟାଙ୍କ ପାଇଁ ନକଲି ଆଧାର କାର୍ଡ ବ୍ୟବସ୍ଥା କରିଥିବା ନେଇ ଗିରଫ ହୋଇଥିବା ଅଭିଯୁକ୍ତ ସ୍ବୀକାର କରିଛନ୍ତି ବୋଲି ଏସପି ଜଣାଇଛନ୍ତି ।

ଏଥି ସହିତ ଗିରଫ ହୋଇଥିବା ଅଭିଯୁକ୍ତ ହିନ୍ଦୀ କିମ୍ବା ଇଂରାଜୀ କହି ପାରୁନଥିବାରୁ ସେମାନଙ୍କ ସହ ସମ୍ପର୍କ କରିବାରେ ଅସୁବିଧା ହେଉଥିବା ଏସପି କହିଛନ୍ତି। ପରବର୍ତ୍ତୀ ଯାଞ୍ଚ ପାଇଁ ପୋଲିସ ପ୍ରୟାସ ଜାରି ରଖିଛି।

Intro:Body:

sdfsdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.