ETV Bharat / bharat

ଲମ୍ବା କେଶ ପାଇଁ 3 ଥରର ଗିନିଜ୍‌ ୱାଲର୍ଡ ରେକର୍ଡର ବିଜେତା ନୀଳାଶିଂ ପଟେଲ - Longest Hair

ଗୁଜୁରାଟର ଝିଅ ନୀଳାଶିଂ ପଟେଲ । ତାଙ୍କର କେଶର ଲମ୍ବ 6.2 ଫୁଟ ହୋଇଥିବା ବେଳେ ତାଙ୍କୁ ସର୍ବ କନିଷ୍ଠ ଲମ୍ବା କେଶ ରଖିଥିବା ଝିଅ ଭାବେ ଆଖ୍ୟା ମିଳିଛି । ଏହାସହ 3 ବର୍ଷରେ ତାଙ୍କ କେଶ ଏକ ଫୁଟ ବୃଦ୍ଧି ପାଇଛି । ଅଧିକ ଖବର ପଢନ୍ତୁ...

ଲମ୍ବା କେଶ ପାଇଁ 3 ଥରର ଗ୍ରୀନିଜ୍ ବୁକ ବିଜେତା ନୀଳାଶିଂ ପଟେଲ

author img

By

Published : Nov 9, 2020, 12:11 PM IST

Updated : Nov 9, 2020, 12:18 PM IST

ଅହମ୍ମଦାବାଦ: ନାରୀର ସୌନ୍ଦର୍ଯ୍ୟ ତାର ଗହଳିଆ କେଶ । ଏହା କାହାର କମ୍ ପରିମାଣରେ, ବହୁତ ପରିମାଣରେ ଆଉ କାହାର ଏତେ ଅଧିକା ରହିଥାଏ ଯାହା ରେକର୍ଡ ବୁକରେ ସ୍ଥାନିତ ହୁଏ । ତେବେ ପୂର୍ବରୁ ଲମ୍ବା କେଶକୁ ନେଇ ଅନେକ ରେକର୍ଡ ରହିଛି । ହେଲେ ବର୍ତ୍ତମାନ ଏହି ଘନ କଳା ଓ ଲମ୍ବା କେଶର ଅଧିକାରିଣୀ ଥରେ କି ଦୁଇଥରର ନୁହେଁ ବରଂ 3 ଥର ଗିନିଜ୍ ୱାଲର୍ଡ ରେକର୍ଡରେ ନିଜ ସ୍ଥାନ ପକ୍କା କରିଛନ୍ତି ।

ଲମ୍ବା କେଶ ପାଇଁ 3 ଥରର ଗ୍ରୀନିଜ୍ ବୁକ ବିଜେତା ନୀଳାଶିଂ ପଟେଲ
ଲମ୍ବା କେଶ ପାଇଁ 3 ଥରର ଗ୍ରୀନିଜ୍ ବୁକ ବିଜେତା ନୀଳାଶିଂ ପଟେଲ

ଗୁଜୁରାଟର ଝିଅ ନୀଳାଶିଂ ପଟେଲ । ତାଙ୍କର କେଶର ଲମ୍ବ 6.2 ଫୁଟ ହୋଇଥିବା ବେଳେ ତାଙ୍କୁ ସର୍ବ କନିଷ୍ଠ ଲମ୍ବା କେଶ ରଖିଥିବା ଝିଅ ଭାବେ ଆଖ୍ୟା ମିଳିଛି । ଏହାସହ 3 ବର୍ଷରେ ତାଙ୍କ କେଶ ଏକ ଫୁଟ ଲମ୍ବା ବୃଦ୍ଧି ପାଇଛି ।

ନୀଳାଶିଂ ନିଜକୁ ଦୁନିଆର ଦୀର୍ଘ କେଶର କିଶୋରୀ ଭାବରେ ପ୍ରତିଷ୍ଠିତ କରିଛନ୍ତି । 2018 ରେ, ନୀଳାଶିଂ ପ୍ରଥମ ଥର ଏହି ପାଇଁ ଟାଇଟଲ୍ ଜିତିଥିଲେ ଏବଂ 2020 ପର୍ଯ୍ୟନ୍ତ ନିଜର ସ୍ଥିତି ବଜାୟ ରଖିଛନ୍ତି । ତିନି ବର୍ଷ ମଧ୍ୟରେ, ତାଙ୍କ କେଶ 1 ଫୁଟ ବୃଦ୍ଧି ପାଇଛି । ତାଙ୍କର କେଶ 5 ଫୁଟ ଏବଂ 7 ଇଞ୍ଚ ଲମ୍ବ ଥିଲା, ଯାହା ବର୍ତ୍ତମାନ 6 ଫୁଟ ଏବଂ 6.7 ଇଞ୍ଚକୁ ବୃଦ୍ଧି ପାଇଛି ।

ଗାନ୍ଧିନଗର ଆଇଆଇଟିରେ କେମିକାଲ୍ ଇଞ୍ଜିନିୟରିଂରେ ନାମ ଲେଖାଇ ଜେଇ ଆଡଭାନ୍ସ ପରୀକ୍ଷାରେ ଅଲ ଇଣ୍ଡିଆ ସ୍ତରରେ 107 ତମ ସ୍ଥାନ ଅଧିକାର କରିଛନ୍ତି ନୀଳାଶିଂ । ଲମ୍ବା କେଶ ପାଇଁ ନୀଳାଶିଂ ଗର୍ବୀତ ଥିବା ବେଳେ ସେ ଅଧ୍ୟୟନରେ ବହୁତ ସ୍ମାର୍ଟ ଅଟନ୍ତି । ନୀଳାଶିଂ ଟେବୁଲ୍ ଟେନିସ ସହ ଏକ ଜାତୀୟ ଟେନିସ୍ ଖେଳାଳି । ସେ ନୃତ୍ୟ, ସନ୍ତରଣ ଏବଂ ସ୍କେଟିଂରେ ମଧ୍ୟ ପାରଙ୍ଗମ ।

Last Updated : Nov 9, 2020, 12:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.