ETV Bharat / bharat

ମାଲେଗାଁଓ ବିସ୍ଫୋରଣ ମାମଲା: ସପ୍ତାହକୁ ଥରେ କୋର୍ଟରେ ହାଜର ହେବେ ସାଧ୍ବୀ

ମାଲେଗାଓଁ ବ୍ଲାଷ୍ଟ ମାମଲାରେ ସାଧ୍ବୀଙ୍କୁ ଏନଆଇଏ ପକ୍ଷରୁ କୌଣସି ପ୍ରକାର ଆଶ୍ବସ୍ତି ମିଳିନାହିଁ । ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା ସାଧ୍ବୀଙ୍କୁ କୌଣସି ପ୍ରକାର ସୁବିଧା ନଦେଇ କୋର୍ଟରେ ଶୁଣାଣି ସମୟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

author img

By

Published : Jun 3, 2019, 9:43 PM IST

ଫାଇଲ ଫଟୋ

ଭୋପାଳ: ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂ ଠାକୁରଙ୍କୁ ବଡ ଝଟକା ଲାଗିଛି । ମାଲେଗାଓଁ ବ୍ଲାଷ୍ଟ ମାମଲାରେ ସାଧ୍ବୀଙ୍କୁ ଏନଆଇଏ ପକ୍ଷରୁ କୌଣସି ଆଶ୍ବସ୍ତି ମିଳିନାହିଁ । ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା ସାଧ୍ବୀଙ୍କୁ କୌଣସି ପ୍ରକାର ସୁବିଧା ନଦେଇ କୋର୍ଟରେ ଶୁଣାଣି ସମୟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏନଆଇଏ ସାଧ୍ବୀଙ୍କୁ କୋର୍ଟରେ ସପ୍ତାହରେ ଅତି କମରେ ଗୋଟିଏ ଦିନ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଛି । ସାଧ୍ବୀଙ୍କୁ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ କୋର୍ଟ ପକ୍ଷରୁ ଜାମିନ ପ୍ରଦାନ କରାଯାଇଛି । ମାତ୍ର ଏ ଯାଏଁ ତାଙ୍କ ଉପରେ ଲାଗିଥିବା ଆରୋପରୁ ଦୋଷମୁକ୍ତ କରାଯାଇ ନାହିଁ ।

ଏବେ ସାଧ୍ୱୀ ସ୍ବାସ୍ଥ୍ୟଗତ କାରଣରୁ ସର୍ତ୍ତମୂଳକ ଜାମିନରେ ଅଛନ୍ତି। କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ହେଲେ ଦୋଷମୁକ୍ତ କରିନାହାଁନ୍ତି । ସାଧ୍ୱୀ ପ୍ରଜ୍ଞାଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ (ୟୁଏପିଏ) ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଛି । ଏହା ମାମଲା ଯାଞ୍ଚ ଏନଆଇଏ ହାତରେ ରହିଛି ।

Intro:Body:

sdfs

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.