ETV Bharat / bharat

ଏପ୍ରିଲ 20 ରୁ ଜାତୀୟ ରାଜପଥରେ ଟୋଲ୍ ସଂଗ୍ରହ ଆରମ୍ଭ କରିବ ଏନଏଚଏଆଇ

ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଏପ୍ରିଲ 20 ରୁ ଜାତୀୟ ରାଜପଥରେ ଟୋଲ ସଂଗ୍ରହ ଆରମ୍ଭ କରିବାକୁ ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ...

author img

By

Published : Apr 18, 2020, 1:16 AM IST

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଏପ୍ରିଲ 20ରୁ ଜାତୀୟ ରାଜପଥରେ ଟୋଲ ସଂଗ୍ରହ ଆରମ୍ଭ କରିବାକୁ ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର ।

ପ୍ରଥମ ପର୍ଯ୍ୟାୟ ଲକଡାଉନ ଶେଷ ହେବାର ଗୋଟିଏ ଦିନ ପରେ ଏପ୍ରିଲ୍ 15ରୁ ପୁନଃ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରାଯାଇଥିଲା । ତେବେ ଲକଡାଉନ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ତଥାପି, ଗୃହ ମନ୍ତ୍ରଣାଳୟ ଏପ୍ରିଲ 20 ରୁ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନେକ ଜରୁରୀ ଶିଳ୍ପକୁ ଅନୁମତି ପ୍ରଦାନ କରାଯାଇଛି ।

ମନ୍ତ୍ରଣାଳୟ NHAI କୁ ଚିଠିରେ ଲେଖିଛି ଯେ, ଉପଭୋକ୍ତା ଫି ସଂଗ୍ରହ ସରକାରୀ ଖର୍ଚ୍ଚରେ ସହାୟକ ହୋଇଥାଏ ଏବଂ ବଜେଟ ସହାୟତା ଦୃଷ୍ଟିରୁ NHAI କୁ ଆର୍ଥିକ ଶକ୍ତି ଯୋଗାଇଥାଏ ।

@IANS ଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.