1- ଆଜି ବିଶ୍ବ ଜଳବାୟୁ ସମ୍ମିଳନୀରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ୟାରିସ ଜଳବାୟୁ ଚୁକ୍ତିର 5 ବର୍ଷ ପୂର୍ତ୍ତି ଉପଲକ୍ଷେ କାର୍ଯ୍ୟକ୍ରମ ।
2- ଆଜି FICCIର 93 ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂ୍ର୍ବାହ୍ନ 11 ଟାରେ କାର୍ଯ୍ୟକ୍ରମ ।
3- ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବିଶେଷଜ୍ଞ ସମ୍ମିଳନୀ ଆୟୋଜନ। ବିଭିନ୍ନ ରୋଗ ପ୍ରତିଷେଧକ ଉପରେ ଦେବେ ପରାମର୍ଶ ।
4- ଆଜି ଗୃହମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ । ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା କରିବେ ଗୃହମନ୍ତ୍ରୀ । ଉପସ୍ଥିତ ରହିବେ ଗୁଇନ୍ଦା ସମେତ ବିଭିନ୍ନ ଏଜେନ୍ସିର ଅଧିକାରୀ ।
5- ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପ୍ରେସମିଟ । କୋରୋନା ସ୍ଥିତି ନେଇ ରଖିବେ ଚିତ୍ର ।
6- ଆଜି ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ ଅବରୋଧ କରିବେ କୃଷକ ସଂଗଠନ ।
7- ଆଜି ରାଜ୍ୟର ବିଭିନ୍ନ ପ୍ରକଳ୍ପ ସହ କୋରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।
8- ଆଜି ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ । ମଧ୍ୟାହ୍ନ 12ଟାରେ ବସିବ ବୈଠକ ।
9-ଆଜିଠୁ ତିନି ଦିନ ଧରି ଘନ କୁହୁଡି । ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।
10-ଆଜି ISLର ଓଡିଶା ଏଫସି ଓ ଏଫସି ଗୋଆ ମଧ୍ୟରେ ଟକ୍କର ।