ETV Bharat / bharat

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର... - ଇଟିଭି ଭାରତ ନ୍ୟୁଜ୍‌ ଟୁଡେ

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ...

ବଡଖବର
ବଡଖବର
author img

By

Published : Nov 16, 2020, 7:01 AM IST

ବଡଖବର

1- ଆଜି ଗୁରୁ ବଲ୍ଲଭଙ୍କ ଷ୍ଟାଚ୍ୟୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ । ମଧ୍ୟାହ୍ନ 12.30ରେ କାର୍ଯ୍ୟକ୍ରମ ।

2- ଆଜି କେନ୍ଦ୍ରୀୟ ବଜେଟ 2021-22 ଆର୍ଥିକ ବର୍ଷ ପାଇଁ ପ୍ରାକ ପ୍ରସ୍ତୁତି ବୈଠକ । ଅର୍ଥମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ହେବେ ସାମିଲ ।

3- ଆଜି ଅର୍ଥ ମନ୍ତ୍ରଣାଳୟ ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଗୁରୁତ୍ବପୂ୍ର୍ଣ୍ଣ ବୈଠକ ।

4- ଆଜି ଦେଶର ବିଭିନ୍ନ ଏମଏସଏମଇ ପ୍ରକଳ୍ପର ହେବ ଉଦଘାଟନ । ଉଦଘାଟନ କରିବେ ବିଭାଗୀୟ ମନ୍ତ୍ରୀ ।

5- ଆଜି ଭାରତ-ଜାପାନ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା । ଭାରତର ପ୍ରତିନିଧିତ୍ବ କରିବେ ବୈଦେଶିକ ମନ୍ତ୍ରୀ ।

6- ଆଜି ଭକ୍ତଙ୍କ ପାଇଁ ଖୋଲିବ ସାବରିମାଳା ମନ୍ଦିର । ଦିନକୁ 5 ହଜାର ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ।

7- ଆଜି ବିହାରକୁ ମିଳିବ ନୂଆ ସରକାର । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର ଓ ଟିମ୍‌ ।

8- ଆଜି ଠାରୁ ବିଧାନସଭା ଶୀତକାଳିନ ଅଧିବେଶନ ପାଇଁ ବିଧାୟକ, କର୍ମଚାରୀ ଓ ଅଧିକାରୀଙ୍କ ହେବ କୋଭିଡ ଟେଷ୍ଟ ।

9- ରାଜ୍ୟରେ କୋରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ।

10- ଆଜି ଦିଲ୍ଲୀରେ କୋରୋନା ସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନେବେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.