ETV Bharat / bharat

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

news today
ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
author img

By

Published : Oct 6, 2020, 7:01 AM IST

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

1- କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନିଷ୍ଠା କାର୍ଯ୍ୟକ୍ରମ ଉଦଘାଟନ l ଉଦଘାଟନ କରିବେ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ l

2- କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ମଧ୍ୟରେ ଏମଓୟୁ ସ୍ଵାକ୍ଷର l ଏନସିଇଆରଟି ଓ ଆଇଏଲଏସଆରଟିସିକୁ ନେଇ ହେବ ସ୍ଵାକ୍ଷର l

3- ଆଜି ବାୟୁ ସେନାର ପ୍ରସ୍ତୁତି l ଏୟାର ଫୋର୍ସ ଡେ ପୂର୍ବରୁ କରିବ ଅନ୍ତିମ ଅଭ୍ୟାସ l

4- କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ l ସନ୍ଧ୍ୟା 5:30ରେ ପ୍ରେସମିଟ କରି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିବେ ଯୁଗ୍ମ ସଚିବ l

5-ଦେଶର କୋରୋନା ସ୍ଥିତି ନେଇ ପିଏମଓଙ୍କ ସମୀକ୍ଷା ବୈଠକ l

6- ଆଜି ଘୋଷଣା ହେବ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର l ସରିଛି ମେଡିସିନି ବିଭାଗର ଘୋଷଣା l

7- ଓଡିଶା ଆସିବେ ନବ ନିଯୁକ୍ତ ଓଡିଶା କଂଗ୍ରେସ ପ୍ରଭାରୀ ଚେଲା କୁମାର l

8-ବିଧାନସଭା ମୌସୁମୀ ଅଧିବେଶନର ଅଷ୍ଟମ ଦିନ l ସରକାର ଆଣିବେ କିଛି ଗୁରୁତ୍ବପୂର୍ଣ୍ଣ ବିଲ l

9-ରାଜ୍ୟର କୋରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ l

10- ରାଜ୍ୟରେ ଜାରି ରହିବ ବର୍ଷା l ସତର୍କ ରହିବାକୁ ପାଣିପାଗ ବିଭାଗର ପରାମର୍ଶ l

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.